Tuesday, June 16

Hindi

ବିଶ୍ଵର ମହାନ ବିପ୍ଳବୀ ଚିନ୍ତା ନାୟକ ଓ ଦାର୍ଶନିକ କମ୍ରେଡ୍ କାର୍ଲ ମାର୍କ୍ସଙ୍କ ୨୦୮ତମ ଜୟନ୍ତୀ ଅବସରରେ ବୈପ୍ଳବିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ।
Hindi, India, Politics

ବିଶ୍ଵର ମହାନ ବିପ୍ଳବୀ ଚିନ୍ତା ନାୟକ ଓ ଦାର୍ଶନିକ କମ୍ରେଡ୍ କାର୍ଲ ମାର୍କ୍ସଙ୍କ ୨୦୮ତମ ଜୟନ୍ତୀ ଅବସରରେ ବୈପ୍ଳବିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ।

    କମ୍ରେଡ୍ କାର୍ଲ ମାର୍କ୍ସ ଏମିତି ଜଣେ ମହାନ ଦାର୍ଶନିକ ଥିଲେ, ଯାହାଙ୍କ ଚିନ୍ତାଧାରା କେବଳ ଦାର୍ଶନିକତାର ଦିଗକୁ ପରିବର୍ତ୍ତନ କରିନଥିଲା, ବରଂ ସମଗ୍ର ପୃଥିବୀର ସାମାଜିକ-ରାଜନୈତିକ ଇତିହାସକୁ ପ୍ରଭାବିତ କରିଥିଲା। ତାଙ୍କ ଦାର୍ଶନିକ ଚିନ୍ତାଧାରାକୁ “ମାର୍କ୍ସବାଦ” ବୋଲି କୁହାଯାଏ, ଯାହା ଆଜି ମଧ୍ୟ ସାହିତ୍ୟ, ସମାଜଶାସ୍ତ୍ର ଏବଂ ଅର୍ଥଶାସ୍ତ୍ରର ସମାଲୋଚନାତ୍ମକ ଅଧ୍ୟୟନ ପାଇଁ ସବୁଠାରୁ ସଠିକ ବୈଜ୍ଞାନିକ ମାନଦଣ୍ଡ ଭାବେ ଗଣ୍ୟ ହୁଏ। ଏହି ଅବସରରେ ତାଙ୍କର ବିଚାରଧାରାର ଘନିଷ୍ଠ ସାଥୀ ଓ ସହଚିନ୍ତକ କମ୍ରେଡ୍ ଫ୍ରେଡ୍ରିକ ଏଙ୍ଗେଲସ ଏବଂ କାର୍ଲ ମାର୍କସଙ୍କ ସ୍ତ୍ରୀ ଜେନିଙ୍କ ନାମ ଉଲ୍ଲେଖ କରିବା ମଧ୍ୟ ଉଚିତ, ଯାହାଙ୍କ ସହଯୋଗରେ ସେ ବିଶ୍ୱସ୍ତରୀୟ ସାହିତ୍ୟ ସୃଷ୍ଟି କରିପାରିଥିଲେ। ମାର୍କ୍ସଙ୍କ ଏହି ପ୍ରସିଦ୍ଧ କଥନ ଆଜି ମଧ୍ୟ ପ୍ରତ୍ୟେକ ମାନବୀୟ କାର୍ଯ୍ୟକୁ ପଥପ୍ରଦର୍ଶନ କରେ: “ଦାର୍ଶନିକମାନେ ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକାରରେ ପୃଥିବୀକୁ ବ୍ୟାଖ୍ୟା କରିଛନ୍ତି; କିନ୍ତୁ ମୂଳ କାମ ହେଉଛି ଏହାକୁ ପରିବର୍ତ୍ତନ କରିବା।”        କାର...
108 साल पहले हुई अक्टूबर क्रांतिअक्टूबर क्रांति दिवस को याद करो।
Hindi, India, Politics

108 साल पहले हुई अक्टूबर क्रांतिअक्टूबर क्रांति दिवस को याद करो।

हम वर्तमान समय में ग्रेगोरियन कलेन्डर का उपयोग करते हैं। ग्रेगोरियन कैलेंडर के अनुसार, बोल्शेविकों ने 7 नवंबर, 1917 को सत्ता संभाली और दुनिया में पहली बार मजदूरों का राज स्थापित किया।उस समय रूस में जूलियन कैलेंडर का उपयोग किया जाता था। उसके अनुसार आज से 108 साल पहले  25 अक्टूबर 1917 को रूसी क्रांति हुई। इसलिए उसे अक्टूबर क्रांति के नाम से जाना जाता है। उसे बोल्शेविक क्रांति भी कहा जाता है। अक्टूबर क्रांति द्वारा दुनिया में पहली बार  लुटेरों की राजसत्ता उखाड़ फेंकी गई। शासन मजदूर किसान और आम मेहनतकाशों के घर पहुंचा था। जार के राज के भूखे, नंगे देश को मजदूरों के राज ने भुखमरी, बेरोजगारी, शोषण और लूट से मुक्त कर दिया।अक्टूबर क्रांति के बाद मजदूर राज ने  बडे-बडे और आश्चर्यजनक काम किए। मजदूरों के राज में सबसे पहले सभी प्राकृतिक संसाधनों जैसे कि जंगलों, खदानों, जल...
అమెరికా అధ్యక్షుడు ట్రంప్‌పై వ్యతిరేకత ఎక్కువ అవుతోంది.
Hindi, India, Politics

అమెరికా అధ్యక్షుడు ట్రంప్‌పై వ్యతిరేకత ఎక్కువ అవుతోంది.

అమెరికా అధ్యక్షుడు ట్రంప్‌పై వ్యతిరేకత ఎక్కువ అవుతోంది. ఆయన అనుసరిస్తున్న విధానాలకు వ్యతిరేకంగా లక్షల మంది ప్రజలు రోడ్లపైకి నిరసనలు తెలుపుతున్నారు. పెద్ద ఎత్తున నినాదాలు చేస్తూ తమ ఆగ్రహాన్ని వ్యక్తం చేశారు.
ଶ୍ରମିକମାନଙ୍କ ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା ପରିବର୍ତ୍ତନ ୧୦ଘଣ୍ଟାକୁ ବୃଦ୍ଧି କରିବାର ସରକାରୀ ନିଷ୍ପତ୍ତି ବିରୋଧରେ ଏଆଇଟିୟୁସି ର ଆନ୍ଦୋଳନ ଆହ୍ଵାନ।
Hindi, Politics

ଶ୍ରମିକମାନଙ୍କ ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା ପରିବର୍ତ୍ତନ ୧୦ଘଣ୍ଟାକୁ ବୃଦ୍ଧି କରିବାର ସରକାରୀ ନିଷ୍ପତ୍ତି ବିରୋଧରେ ଏଆଇଟିୟୁସି ର ଆନ୍ଦୋଳନ ଆହ୍ଵାନ।

ରାଜ୍ୟ ସରକାର ଶ୍ରମିକମାନଙ୍କର ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାର ଵୃଦ୍ଧିକରି ୧୦ଘଣ୍ଟା ଧାର୍ଯ୍ୟ କରିବା ଓ ରାତ୍ର ସମୟରେ ମହିଳାମାନଙ୍କୁ କାର୍ଯ୍ୟ କରାଇବାର ଆଇନ ପ୍ରଣୟନ ଘଟଣାକୁ ଏଆଇଟିୟୁସି ରାଜ୍ୟ ପରିଷଦ ବୈଠକରେ ଦୃଢ଼ ଭାବେ ବିରୋଧ କରି ଏହା ଅବିଳମ୍ବେ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ୧୯୪୮ ମସିହାରେ ପ୍ରତିଶତ କାରଖାନା ଆଇନର ସଂଶୋଧନ କରି ଦୈନିକ ଶ୍ରମ ସମୟ ୮ଘଣ୍ଟା ସ୍ଥାନରେ କମ୍ପାନୀ ମାଲିକମାନଙ୍କ ଇଙ୍ଗିତରେ ତାଙ୍କ ସ୍ଵାର୍ଥ ପାଇଁ ୧୦ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରିଛନ୍ତି। ସେହିଭଳି ୧୯୫୬ମସିହାର ସପସ୍ ଆଣ୍ଡ କମର୍ସିଆଲ ଆକ୍ଟରେ ରାତ୍ର ସମୟରେ ମହିଳାମାନଙ୍କୁ ନିଯୁକ୍ତିଦାତା ମାନେ କାର୍ଯ୍ୟ କରାଇବା ଉପରେ କଟକଣା ଥିଲା। ସମ୍ପ୍ରତି ବିଜେପି ସରକାର ଅମଳରେ ମହିଳାମାନେ ସାଧାରଣ ଜୀବନରେ ଅସୁରକ୍ଷାର ଶିକାର ହେଉଥିବା ବେଳେ ପୁଣି ମହିଳାମାନଙ୍କୁ ରାତିରେ ଡିଉଟି କରାଇବା ପାଇଁ ଆଇନ ପ୍ରଣୟନ ସମଗ୍ର ସମାଜ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି। ଦୈନିକ ୮ଘଣ୍ଟା କାର୍ଯ୍ୟ ସମୟ, ୮ଘଣ୍ଟା ଆମୋଦ ପ୍ରମୋଦ ଓ ବାକି ୮ଘଣ୍ଟା ପୁର୍ଣ୍ଣ ଅବସର ଵାଵିଶ୍ରାମ ସମୟ ଧାର୍ଯ୍ୟ ପାଇଁ ଦାବି କରି ୧...
काकोरी ट्रेन एक्शन के 100 साल पर निकाला साम्राज्यवाद विरोधी मार्च / साम्राज्यवादियों के सरगना ट्रंप का किया पुतला दहन
Hindi, India, Politics, Reports

काकोरी ट्रेन एक्शन के 100 साल पर निकाला साम्राज्यवाद विरोधी मार्च / साम्राज्यवादियों के सरगना ट्रंप का किया पुतला दहन

काकोरी शहीद यादगार कमेटी (क्रालोस, इमके, यू पी के एम यू, मजदूर मण्डल उप्र, बी टी यू एफ, पछास, क्रान्तिकारी किसान मंच, प्रगतिशील सांस्कृतिक मंच, ए आई एल यू, पी यू सी एल, आटो रिक्शा टैम्पो चालक वैलफेयर एसोसिएशन) के तत्वाधान में सेठ दामोदर स्वरुप पार्क (स्वतन्त्रता संग्राम सेनानी) से बहुराष्ट्रीय निगमों के इशारों पर नाचने वाली भाजपा सरकार की किसान, मजदूर, छात्र-नौजवान, महिला, दलित, अल्पसंख्यक, आदिवासी विरोधी व कारपोरेट परस्त नीतियों के खिलाफ 'कारपोरेट भारत छोड़ो' की मांग को लेकर 'साम्राज्यवाद विरोधी मार्च' निकाला गया। जुलूस सेठ दामोदर स्वरुप पार्क से अय्यूब खां चौराहे तक गया। तत्पश्चात साम्राज्यवादी सरगना अमेरिकी साम्राज्यवाद के मुखिया ट्रंप का पुतला दहन किया गया। मार्च प्रारंभ होने से पूर्व आयोजित संक्षिप्त सभा में क्रालोस के साथी मो. फैसल ने काकोरी एक्शन के सौ वर्ष पूरे होने व वर्तमा...
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ଜନ୍ମବାର୍ଷିକୀ ରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୌଧୁରୀ ରଘୁନାଥ ଦାସ ଏବଂ ମାତା ପାର୍ବତୀ ଦେବୀ ଥିଲେ। ମଧୁସୁଦନ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରି ଓଡ଼ିଶାର ପ୍ରଥମ ଆଇନଜ୍ଞ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଜଣେ କୁଶଳୀ ଓକିଲ, ସାମାଜିକ ସଂସ୍କାରକ, ଶିକ୍ଷାବିତ୍, ଔଦ୍ୟୋଗିକ ନେତା ଏବଂ ସ୍ଵାଧୀନତା ସଂଗ୍ରାମୀ ଥିଲେ।

ଓଡ଼ିଶାର ସ୍ଵାଭିମାନ ପ୍ରତି ଅବଦାନ: ଉତ୍କଳ ସମ୍ମିଳନୀ ଗଠନ: ୧୯୦୩ରେ ମଧୁସୁଦନ ଦାସ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଓଡ଼ିଆ ଜାତିର ସ୍ଵତନ୍ତ୍ର ପରିଚୟ ଓ ଭାଷାକୁ ସୁରକ୍ଷା ଦେବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା:  ସେ ଓଡ଼ିଆ ଭାଷାର ମାନ୍ୟତା ଓ ଶିକ୍ଷାରେ ଏହାର ବ୍ୟବହାର ପାଇଁ ସଂଘର୍ଷ କରିଥିଲେ। ତାଙ୍କ ଉଦ୍ୟମ ହେତୁ ଓଡ଼ିଆ ଭାଷାର ଗୌରବ ସ୍ଥାପିତ ହେଲା। ଔଦ୍ୟୋଗିକ ବିକାଶ: ମଧୁସୁଦନ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରି ଓଡ଼ିଶାରେ ଶିଳ୍ପୋନ୍ନତିର ପଥ ପ୍ରଶସ୍ତ କରିଥିଲେ। ଏହା ଓଡ଼ିଆ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଆର୍ଥିକ ସ୍ଵାବଲମ୍ବନରେ ସହାୟକ ହୋଇଥିଲା। ସାମାଜିକ ସଂସ୍କାର:  ସେ ନାରୀ ଶିକ୍ଷା, ବାଲ୍ୟ ବିବାହ ନିରାକରଣ ଏବଂ ସମାଜରେ ସମାନତା ପାଇଁ କାର୍ଯ୍ୟ କରିଥିଲେ। ତାଙ୍କର ସାମାଜିକ ସଂସ୍କାର ଓଡ଼ିଶାରେ ନୂତନ ଚେତନା ସୃଷ୍ଟି କରିଥିଲା। ରାଷ୍ଟ୍ରୀୟ ଆନ୍ଦୋଳନରେ ଅଂଶଗ୍ରହଣ:  ମ...
ଷଷ୍ଠ ଦିନରେ ଇସି ସଦସ୍ଯଙ୍କ ଦିଵା-ରାତ୍ର ଗଣଧାରଣା ଅବ୍ୟାହତ:  କେନ୍ଦ୍ରୀୟ ସ୍କିମ ମିଶନ ଶକ୍ତିର ମୁଖ୍ଯ ଆଭିମୂଖ୍ୟକୁ କାର୍ଯ୍ୟକାରୀ କରୁଥିଵା ଇସି ସଦସ୍ୟମାନେ ହିଁ  ମୁଖ୍ୟ ସ୍କିମ ଓ୍ଵାର୍କର: ଇସି ସଂଘ
Hindi, India

ଷଷ୍ଠ ଦିନରେ ଇସି ସଦସ୍ଯଙ୍କ ଦିଵା-ରାତ୍ର ଗଣଧାରଣା ଅବ୍ୟାହତ:  କେନ୍ଦ୍ରୀୟ ସ୍କିମ ମିଶନ ଶକ୍ତିର ମୁଖ୍ଯ ଆଭିମୂଖ୍ୟକୁ କାର୍ଯ୍ୟକାରୀ କରୁଥିଵା ଇସି ସଦସ୍ୟମାନେ ହିଁ  ମୁଖ୍ୟ ସ୍କିମ ଓ୍ଵାର୍କର: ଇସି ସଂଘ

ଭୁଵନେଶ୍ଵର: ତା୨୪/୩: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟାରୁ ଇସି ସଦସ୍ୟଙ୍କୁ ବାଦ ଦେଇ ସ୍କିମ ଓ୍ଵାର୍କର୍କ ମାନ୍ୟତା ଦାବିରେ ଚାଲିଥିବା ଦିବାରାତ୍ର ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ୧୯୯୯ମସିହା ରେ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵରୋଜଗାର ଯୋଜନା ମାଧ୍ଯମରେ ଓଡିଶାରେ ୨୦୦୨ ମସିହାରୁ ଏହି ସ୍ବରୋଜଗାର ଯୋଜନା ଆରମ୍ଭ ହେଲା।ସେତେବେଳେ ଅଙ୍ଗନଓ୍ଵାଡି କର୍ମୀମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରୁଥାଆନ୍ତି। ପ୍ରତି ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ୨ ଜଣ ହାରରେ ଇସି ଚୟନ କରି ଵ୍ଲକ ସ୍ତରୀୟ ଫେଡେରେଶନ ମାଧ୍ଯମରେ ଜୀବିକା ଅର୍ଜନ କାର୍ଯ୍ଯ କରାଯାଉଥିଲା।ମାତ୍ର ୨୦୦୮ରେ କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ୍ ଏଵଂ ଓଡିଶା ରାଜ୍ଯ ରେ ମିଶନ ଶକ୍ତି ବିଭାଗ ଏହାର କାର୍ଯ୍ଯନ୍ଵୟନ କଲେ। ଏହି ସଂସ୍ଥାର ମୁଖ୍ୟ ଆଭିମୂଖ୍ୟ ହେଉଛି ଗୃହିଣୀ ମହିଳାଙ୍କୁ ମହିଳା ଏସ୍ଏଚଜି ମାଧ୍ଯମରେ ସଂଗଠିତ କରିବା, ମହିଳାମାନେ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରଵର୍ତ୍ତାଇଵା, ମହିଳା ସ୍ଵୟଂସହାୟକ ଗୋଷ୍ଠୀର ଗୋଷ୍ଠୀଗତ ସଂଚୟ ବୃଦ୍ଧିପାଇଁ ପ୍ରଵର୍ତ୍ତାଇଵା, ନିର୍...
ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ୧୩ ଫେବୃଆରୀ ଠାରୁ ଵିଧାନସଭା ସମ୍ମୁଖରେ ଦିଵାରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଅନୁଷ୍ଠିତ ହେବ: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ (NOJMECS)

 ଭୁବନେଶ୍ଵର: ତା୯/୨: କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ ଅଧିନସ୍ଥ ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ଲକ୍ଷାଧିକ ଇସି (କାର୍ଯ୍ଯନିର୍ଵାହୀ) ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ବହିସ୍କାର ପାଇଁ ଗତ ୮ଏଵଂ ୨୨ଜାନୁଆରୀରେ ଜାରି ହେଇଥିବା ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବିରେ ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ୧୩ଫେଵୃଆରୀ ପୁର୍ଵାହ୍ନ ୧୦ଘଟିକା ଠାରୁ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ଯାହାର ପର୍ଯ୍ଯନ୍ତ ଦିବାରାତ୍ର ଗଣଧାରଣା ରେ ଵସିରହିଵେ, ନିର୍ଦେଶ ପ୍ରତ୍ୟାହାର ପରେ ଉଠିବେ ବୋଲି ଆଜି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଏଆଇଟିୟୁସି ରାଜ୍ଯ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଜୟନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଶୈଳବାଳା ରଥ, ଉପସଭାପତି ପୁଷ୍ପାଞ୍ଜଳୀ  ଜେନା ଓ ମମତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଶୈଳବାଳା ରଥ ସୂଚନା ଦେଇ କହିଛନ୍ତି କି ରିଷ୍ଟ୍ରକ୍ଚରିଙ୍ଗ୍ ହେଲେ ଗତ ୫ଵର୍ଷରୁ ୨୫ଵର୍ଷ ପର୍ଯ୍ଯନ୍ତ ଦୀର୍ଘ ଅବଧିରେ କାର୍ଯ୍ଯ ରତ ଲକ୍ଷାଧିକ ଇସି ସଦସ୍ଯଙ୍କୁ କାର୍ଯ୍ୟରୁ...
ଜାତୀୟ ଗ୍ରାମୀଣ ଜୀଵିକା ମିଶନ ଇସି ସଦସ୍ଯମାନେ ଶକ୍ତି ପ୍ରଦର୍ଶନ କଲେ ଵାଲେଶ୍ଵରରେ *ଇସି ସଦସ୍ଯ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କର, * ସ୍ଥାୟୀ ନିଯୁକ୍ତି ଦିଅ, * ସାମାଜିକ ନିରାପତ୍ତା ପ୍ରଦାନ କର, * କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦିଅ ସମେତ ଵିଭିନ୍ନ ଦାଵି ଉପସ୍ଥାପିତ।

ଵାଲେଶ୍ଵର: ତା୨୧/୧/୨୦୨୫ରିଖ: ଜାତୀୟ ଗ୍ରାମୀଣ ଜୀଵିକା ମିଶନ ସ୍କିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗ ଅଧିନରେ ଓଡିଶା ଜୀଵିକା ମିଶନ ଏଵଂ ଓଡିଶା ମିଶନ ଶକ୍ତି ଅଧିନରେ କାର୍ଯ୍ଯରତ ହଜାର ହଜାର ଇସି ସଦସ୍ଯମାନେ ଏଆଇଟିୟୁସି ସଂଯୁକ୍ତ "ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ" ନେତୃତ୍ଵରେ ଆଜି ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ତଥା ଵିଶାଳ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡିଶା ଜୀଵିକା ମିଶନ ନିର୍ଦ୍ଦେଶକ ତଥା ସିଇଓ ଗତ ୮ଜାନୁଆରୀରେ ୩୭ନମ୍ଵର ଚିଠି ଵଳରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ଅଡିଟ ସାଂଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିଵା ନିର୍ଦ୍ଦେଶ ଦେଵା ପରେ ସମଗ୍ର ରାଜ୍ଯରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ଯଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି। ଗତ ୨୫ଵର୍ଷ ଧରି ସମାଜର ସାଧାରଣ ମହିଳାଙ୍କ ଜୀଵିକା ଅର୍ଜନର ରାହା ଦେଖାଇଵା ପାଇଁ ଵିନା ପାରିଶ୍ରମିକରେ କାର୍ଯ୍ଯ କରିଆସିଥିଵା ଵେଳେ ୨୦୨୨ରୁ ଫିକ୍ସଡ୍ ଟ୍ରାଭେଲିଙ୍ଗ ଆଲାଓ୍ଵେନସ୍ ନାମରେ ଏକ ହଜାର ୫ଶହ ଘୋଷଣା ହେଵାରୁ ଏଵେ ରିଷ୍ଟ୍ର...
Toggle Dark Mode