Post Views: 68 ଵାଲେଶ୍ଵର: ତା୧୨/୩/୨୦୨୪: ଆଜି ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘ ଆହ୍ଵାନରେ ଵାଲେଶ୍ଵର ଜିଲ୍ଲାର ଵିଭିନ୍ନ ବ୍ଲକ୍ ଅଞ୍ଚଳରୁ ଅନ୍ଯୁନ ୩ ହଜାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନର ଇସି ସଦସ୍ୟ ମହିଳାମାନେ ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାଵିପତ୍ର ଉପସ୍ଥାପନ କରିଛନ୍ତି। ନିଖିଳ ଓଡ଼ିଶା ଜିପିଏଲଏଫ୍ ଇସି ସଂଘ ଜିଲ୍ଲା ସଭାପତି ରୁକ୍ମଣୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଵିକ୍ଷୋଭ ସମାବେଶରେ ଏଆଇଟିୟୁସି ନେତା ତପନ କୁମାର ସିଟ ଉଦବୋଧନ ଦେଇ ଜିପିଏଲଏଫଇସି ମାନଙ୍କ ମାନଙ୍କ ମାସିକ ମାନ ଦେୟ ୨୬ହଜାର ଟଙ୍କା ପ୍ରଦାନ, ଜିପିଏଲଏଫଇସିମାନଙ୍କୁ ଓ୍ଵାର୍କର ମାନ୍ଯତା ସହ ସ୍ଥାୟୀ ନିଯୁକ୍ତି,ଵିଭିନ୍ନ ସାମାଜିକ ନିରାପତ୍ତା ଯଥା:ଵିଏସକେଓ୍ଵାଇ ଵୀମା, କାର୍ଯ୍ୟକାଳ ୬୨ଵର୍ଷକୁ ଧାର୍ଯ୍ୟ କରିଵା, କାର୍ଯ୍ଯକାଳ ମଧ୍ଯରେ ମୃତ୍ୟୁ ହେଲେ ୫ଲକ୍ଷ ଟଙ୍କାର…
![]()