ଭୁଵେଶ୍ଵର: ତା୬/୧୨/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରତିଷ୍ଠା ଶତଵାର୍ଷିକୀ ରାଜ୍ଯଵ୍ଯାପୀ ୨୬ଡିସେମ୍ଵର୨୦୨୪ରୁ ୨୬ଡିସେମ୍ଵର ୨୦୨୫ପର୍ଯ୍ଯନ୍ତ ପାଳିତ ହେବ। ଦେଶର ଜନଗଣଙ୍କ ଅଧିକାର, ଶୋଷଣରୁ ମୁକ୍ତି ପାଇଁ ଦଳର ଲୋମହର୍ଷଣକାରୀ ତ୍ଯାଗ, ମାନଵୀୟ ଅଧିକାର ଓ ସାମ୍ଯ ସମାଜ ପ୍ରତିଷ୍ଠାର ସଂଘର୍ଷରେ ଚରମ ତ୍ଯାଗ, ନିଷ୍ଠା ଓ ଆତ୍ମ ଵଳୀଦାନର ଐତିହାସିକ ପୃଷ୍ଠଭୁମି ସମାଜର ପରିଵର୍ତ୍ତନ ପାଇଁ ଭିତ୍ତି ସୁଦୃଢ କରିଵା ପାଇଁ ଗାଁ ଗଣ୍ଡା, ଵସ୍ତି, ସହର,ଶିକ୍ଷାନୁଷ୍ଠାନ ରୁ ଶିଳ୍ପାନୁଷ୍ଠାନ, କୃଷି କ୍ଷେତ୍ରରୁ ଵ୍ଯଵସାୟ କ୍ଷେତ୍ର ସର୍ଵ ଵ୍ଯାପୀ ସଂଗଠନକୁ ମଜଭୁତ କରିଵା ପାଇଁ ଗତକାଲି ଠାରୁ ଦଳର ରାଜ୍ଯ ଦପ୍ତର ଭଗଵତୀ ଭଵନ ଠାରେ ରାଜ୍ଯ ସମ୍ପାଦକ ମଣ୍ଡଳୀ, ଆଜି ରାଜ୍ଯ କାର୍ଯ୍ଯକାରୀ କମିଟି ଓ ଆସନ୍ତା କାଲି ୭ଡିସେମ୍ଵର ରାଜ୍ଯ ପରିଷଦ ଵୈଠକ ଚାଲୁରହିବ। ଆଜି ସକାଳେ ଭାରତ ଵର୍ଷର ଵିଭିନ୍ନତା ମଧ୍ଯରେ ଏକତା,…
![]()