Jayanth Das From India
ସ୍ଵାଧୀନ ଭାରତର ଜନଗଣଙ୍କ ମତ ପ୍ରକାଶର ମୌଳିକ ଅଧିକାରକୁ ତାନାଶାହୀ ମୋଦୀ ସରକାରଙ୍କ ଏକଛତ୍ରଵାଦୀ ଶାସନରେ ଯେଭଳି ଦଵାଇ ଦିଆଯାଉଛି ତା ଵିରୋଧରେ ଏଵଂ ଭାରତର ସ୍ଵାଧୀନତା, ସାର୍ଵଭୌମତ୍ବ, ସମ୍ଵିଧାନ ଓ ଗଣତନ୍ତ୍ର ରକ୍ଷା ପାଇଁ ଆମେ ରାଜ ରାସତାରେ, କଂଗ୍ରେସ ଓ ରାହୁଳଙ୍କ ସହ ଆଦର୍ଶଗତ ଓ ରାଜନୈତିକ ମତ ପାର୍ଥକ୍ଯ ସତ୍ତ୍ଵେ ସମ୍ଵିଧାନ ଓ ଗଣତନ୍ତ୍ର ରକ୍ଷା ପାଇଁ ଆମେ ଲଢୁଛୁ ଲଢିଵୁ ଵୋଲି କହିଛନ୍ତି ଏଆଇଏସ୍ଏଫ୍ ଓଡିଶା ସଭାପତି କମ୍ରେଡ୍ ସଂଘମିତ୍ରା ଜେନା।