ସ୍ଵାଧୀନୋତ୍ତର ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

By Jayantha Das

ସ୍ଵାଧୀନୋତ୍ତର ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସଂସଦୀୟ ଗଣତନ୍ତ୍ରରେ ବିଧାୟିକା, କାର୍ଯ୍ୟପାଳିକା, ନ୍ୟାୟ ପାଳିକା ଓ ଗଣମାଧ୍ଯମ ଗଣତନ୍ତ୍ରର ଏହି ୪ ସ୍ତମ୍ଭର ଉପଯୁକ୍ତ ଅଧିକାରକୁ ସୁରକ୍ଷା ଦେବେ ବୋଲି ଆଶା ପୋଷଣ କଲା ବେଳେ, ଏଇ କେତେ ବର୍ଷ ହେଲା ଯେଭଳି ଗଣତାନ୍ତ୍ରୀକ ପଦ୍ଧତିରେ ନିର୍ବାଚିତ ବିଧାୟକ ମାନଙ୍କୁ କେତେକ କାର୍ଯ୍ଯଵାହିକା ଅଧିକାରୀଙ୍କ ବନ୍ଧୁଆ ଶ୍ରମିକ ଭଳି ହୀନିମାନିଆ କରେଇଲେଣି ସେଥିରୁ ମୁକୁଳାଇ ପାରିଲେ ବାଚସ୍ପତି ପଦ ସାର୍ଥକ ହେବ ବୋଲି ଆଶା କରୁଛୁ। ୬ମାସ ସମୟ ପ୍ରମାଣ ଦେବା ପାଇଁ ଯଥେଷ୍ଟ ଅଟେ।

Loading

Related posts