By Jayantha Das
୧୮ଦଫା କାର୍ଯ୍ଯ ସୂଚୀ ଭିତ୍ତିରେ ନୂତନ ଓଡିଶା ଗଠନ ପାଇଁ ୨୩ମାର୍ଚ୍ଚ ଓଡିଶା ରାଜଧାନୀ ଭୁଵନେଶ୍ଵରରେ ଵିକଳ୍ପ ସମାଵେଶକୁ ସଫଳ କରନ୍ତୁ। ଶ୍ରମିକ, କୃଷକ, ଛାତ୍ର, ଯୁଵ, ମହିଳା, ଆଦିଵାସୀ, ଦଳିତ, ସଂଖ୍ଯା ଲଘୁ, ଵିଭିନ୍ନ ଜନ ଆନ୍ଦୋଳନକାରୀ ଓ ଵୁଦ୍ଧିଜୀଵି ସମ୍ମିଳିତ ଭାଵେ ଏହାର ଚାଳିକା ଶକ୍ତି ଅଟନ୍ତି। ଗଣ ସଂଘର୍ଷର ଭିତ୍ତିରେ ଵିକଳ୍ପ, କର୍ପୋରେଟ୍ ଲୁଣ୍ଠନ ନୁହେଁ, ଖାଦ୍ଯ, ଵସ୍ତ୍ର, ଵାସଗୃହ, ଶିକ୍ଷା, ସ୍ଵାସ୍ଥ୍ଯ, ଗମନା ଗମନ, ପରିଵହନ, ଅଣୁ-କ୍ଷୁଦ୍ର ଓ ମଧ୍ଯମ କୃଷି ଭିତ୍ତିକ ଶିଳ୍ପ ଓ ଵାଣିଜ୍ଯର ଵିକାଶ, ଵିଜ୍ଞାନ ଉପଯୋଗରେ ଜନଗଣଙ୍କ ଜୀଵନ, ଜୀଵିକା ଓ ମାନଵୀୟ ଵିକାଶ ହିଁ ନୂତନ ଵିକଳ୍ପର ଉତ୍ସ ହେଵ। ସାମ୍ପ୍ରଦାୟିକ, ଜାତିଆଣ ଵିଭାଜନ, ଘୃଣା ଓ ହିଂସର ପରି ସମାପ୍ତି ପାଇଁ ଏହି ଵିକଳ୍ପ ସମାଵେଶକୁ ସଫଳ କରାନ୍ତୁ।



