18 ପଦକ୍ଷେପର କାର୍ଯ୍ୟ ଯୋଜନା ଆଧାରରେ ଏକ ନୂତନ ଓଡିଶା ନିର୍ମାଣ କରିବାକୁ ମାର୍ଚ୍ଚ 23 ରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ନିର୍ବାଚନ ବ meeting ଠକ ଆୟୋଜନ କର।

By Jayantha Das

୧୮ଦଫା କାର୍ଯ୍ଯ ସୂଚୀ ଭିତ୍ତିରେ ନୂତନ ଓଡିଶା ଗଠନ ପାଇଁ ୨୩ମାର୍ଚ୍ଚ ଓଡିଶା ରାଜଧାନୀ ଭୁଵନେଶ୍ଵରରେ ଵିକଳ୍ପ ସମାଵେଶକୁ ସଫଳ କରନ୍ତୁ। ଶ୍ରମିକ, କୃଷକ, ଛାତ୍ର, ଯୁଵ, ମହିଳା, ଆଦିଵାସୀ, ଦଳିତ, ସଂଖ୍ଯା ଲଘୁ, ଵିଭିନ୍ନ ଜନ ଆନ୍ଦୋଳନକାରୀ ଓ ଵୁଦ୍ଧିଜୀଵି ସମ୍ମିଳିତ ଭାଵେ ଏହାର ଚାଳିକା ଶକ୍ତି ଅଟନ୍ତି। ଗଣ ସଂଘର୍ଷର ଭିତ୍ତିରେ ଵିକଳ୍ପ, କର୍ପୋରେଟ୍ ଲୁଣ୍ଠନ ନୁହେଁ, ଖାଦ୍ଯ, ଵସ୍ତ୍ର, ଵାସଗୃହ, ଶିକ୍ଷା, ସ୍ଵାସ୍ଥ୍ଯ, ଗମନା ଗମନ, ପରିଵହନ, ଅଣୁ-କ୍ଷୁଦ୍ର ଓ ମଧ୍ଯମ କୃଷି ଭିତ୍ତିକ ଶିଳ୍ପ ଓ ଵାଣିଜ୍ଯର ଵିକାଶ, ଵିଜ୍ଞାନ ଉପଯୋଗରେ ଜନଗଣଙ୍କ ଜୀଵନ, ଜୀଵିକା ଓ ମାନଵୀୟ ଵିକାଶ ହିଁ ନୂତନ ଵିକଳ୍ପର ଉତ୍ସ ହେଵ। ସାମ୍ପ୍ରଦାୟିକ, ଜାତିଆଣ ଵିଭାଜନ, ଘୃଣା ଓ ହିଂସର ପରି ସମାପ୍ତି ପାଇଁ ଏହି ଵିକଳ୍ପ ସମାଵେଶକୁ ସଫଳ କରାନ୍ତୁ।

Loading