ନିଖିଳ ଓଡିଶା ଆଶା କର୍ମୀ ସଂଘର ମୁନିଗୁଡା ଵ୍ଲକ ସମ୍ମିଳନୀ ଅନୁଷ୍ଠିତ।

By Jayantha Das ମୁନିଗୁଡା: ତା୩୦/୧୦/୨୦୨୨ରିଖ:  ଆଜି ନିଖିଳ ଓଡିଶା ଆଶା କର୍ମୀ ସଂଘର ମୁନିଗୁଡା ଵ୍ଲକ ସମ୍ମିଳନୀ ଲତାଗୁଡା ଅନୁଷ୍ଠାନଠାରେ ଅନୁଷ୍ଠିତ ହୋଇଥିଵା ଵେଳେ ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ଯ ସମ୍ପାଦକ ନମୀତା ସାହୁ ଏହି ସମ୍ମିଳନୀକୁ ଉଦଘାଟନ କରି ଆଶା ଭଉଣୀମାନେ କରୋନା ମହାମାରୀ ମୁକାଵିଲାରେ ନିଜ ଜୀଵନ ଵିପନ୍ନ କରି ମହାମାରୀ କଵଳରୁ ଜନଗଣଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରିଥିଵା ଵେଳେ ସରକାର ଏହାର ଶ୍ରେୟ ନିଜ ସପକ୍ଷରେ ନେଇ ନିର୍ଵାଚନ ଲଢି ଵିଜୟ ଲାଭ କରୁଥିଵା ଵେଳେ ଏହି ଆଶା କର୍ମୀଙ୍କୁ ସର୍ଵନିମ୍ନ ମଜୁରୀ ନଦେଇ କାମ ଆଦାୟ ହେଉଛି, ଏପରିକି ଗର୍ଭଵତୀ ମହିଳାଙ୍କ ସୁରକ୍ଷିତ ପ୍ରସଵ ର ପ୍ରାପ୍ଯ ଅନ୍ଯ ଅଧିକାରୀମାନେ ଆତ୍ମସାତ କରୁଛନ୍ତି।ଏହା ଵିରୋଧରେ ଏକମାତ୍ର ନିଖିଳ ଓଡିଶା ଆଶା କର୍ମୀ ସଂଘ ପଲ୍ଲୀରୁ ଦିଲ୍ଲୀ…

Loading

Read More