అమెరికా అధ్యక్షుడు ట్రంప్‌పై వ్యతిరేకత ఎక్కువ అవుతోంది.

అమెరికా అధ్యక్షుడు ట్రంప్‌పై వ్యతిరేకత ఎక్కువ అవుతోంది. ఆయన అనుసరిస్తున్న విధానాలకు వ్యతిరేకంగా లక్షల మంది ప్రజలు రోడ్లపైకి నిరసనలు తెలుపుతున్నారు. పెద్ద ఎత్తున నినాదాలు చేస్తూ తమ ఆగ్రహాన్ని వ్యక్తం చేశారు.

Loading

Read More

ଶ୍ରମିକମାନଙ୍କ ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା ପରିବର୍ତ୍ତନ ୧୦ଘଣ୍ଟାକୁ ବୃଦ୍ଧି କରିବାର ସରକାରୀ ନିଷ୍ପତ୍ତି ବିରୋଧରେ ଏଆଇଟିୟୁସି ର ଆନ୍ଦୋଳନ ଆହ୍ଵାନ।

ରାଜ୍ୟ ସରକାର ଶ୍ରମିକମାନଙ୍କର ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାର ଵୃଦ୍ଧିକରି ୧୦ଘଣ୍ଟା ଧାର୍ଯ୍ୟ କରିବା ଓ ରାତ୍ର ସମୟରେ ମହିଳାମାନଙ୍କୁ କାର୍ଯ୍ୟ କରାଇବାର ଆଇନ ପ୍ରଣୟନ ଘଟଣାକୁ ଏଆଇଟିୟୁସି ରାଜ୍ୟ ପରିଷଦ ବୈଠକରେ ଦୃଢ଼ ଭାବେ ବିରୋଧ କରି ଏହା ଅବିଳମ୍ବେ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ୧୯୪୮ ମସିହାରେ ପ୍ରତିଶତ କାରଖାନା ଆଇନର ସଂଶୋଧନ କରି ଦୈନିକ ଶ୍ରମ ସମୟ ୮ଘଣ୍ଟା ସ୍ଥାନରେ କମ୍ପାନୀ ମାଲିକମାନଙ୍କ ଇଙ୍ଗିତରେ ତାଙ୍କ ସ୍ଵାର୍ଥ ପାଇଁ ୧୦ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରିଛନ୍ତି। ସେହିଭଳି ୧୯୫୬ମସିହାର ସପସ୍ ଆଣ୍ଡ କମର୍ସିଆଲ ଆକ୍ଟରେ ରାତ୍ର ସମୟରେ ମହିଳାମାନଙ୍କୁ ନିଯୁକ୍ତିଦାତା ମାନେ କାର୍ଯ୍ୟ କରାଇବା ଉପରେ କଟକଣା ଥିଲା। ସମ୍ପ୍ରତି ବିଜେପି ସରକାର ଅମଳରେ ମହିଳାମାନେ ସାଧାରଣ ଜୀବନରେ ଅସୁରକ୍ଷାର ଶିକାର ହେଉଥିବା ବେଳେ ପୁଣି ମହିଳାମାନଙ୍କୁ ରାତିରେ ଡିଉଟି କରାଇବା ପାଇଁ…

Loading

Read More

काकोरी ट्रेन एक्शन के 100 साल पर निकाला साम्राज्यवाद विरोधी मार्च / साम्राज्यवादियों के सरगना ट्रंप का किया पुतला दहन

काकोरी शहीद यादगार कमेटी (क्रालोस, इमके, यू पी के एम यू, मजदूर मण्डल उप्र, बी टी यू एफ, पछास, क्रान्तिकारी किसान मंच, प्रगतिशील सांस्कृतिक मंच, ए आई एल यू, पी यू सी एल, आटो रिक्शा टैम्पो चालक वैलफेयर एसोसिएशन) के तत्वाधान में सेठ दामोदर स्वरुप पार्क (स्वतन्त्रता संग्राम सेनानी) से बहुराष्ट्रीय निगमों के इशारों पर नाचने वाली भाजपा सरकार की किसान, मजदूर, छात्र-नौजवान, महिला, दलित, अल्पसंख्यक, आदिवासी विरोधी व कारपोरेट परस्त नीतियों के खिलाफ ‘कारपोरेट भारत छोड़ो’ की मांग को लेकर ‘साम्राज्यवाद विरोधी मार्च’ निकाला गया। जुलूस सेठ दामोदर स्वरुप…

Loading

Read More

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ଜନ୍ମବାର୍ଷିକୀ ରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୌଧୁରୀ ରଘୁନାଥ ଦାସ ଏବଂ ମାତା ପାର୍ବତୀ ଦେବୀ ଥିଲେ। ମଧୁସୁଦନ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରି ଓଡ଼ିଶାର ପ୍ରଥମ ଆଇନଜ୍ଞ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଜଣେ କୁଶଳୀ ଓକିଲ, ସାମାଜିକ ସଂସ୍କାରକ, ଶିକ୍ଷାବିତ୍, ଔଦ୍ୟୋଗିକ ନେତା ଏବଂ ସ୍ଵାଧୀନତା ସଂଗ୍ରାମୀ ଥିଲେ।

ଓଡ଼ିଶାର ସ୍ଵାଭିମାନ ପ୍ରତି ଅବଦାନ: ଉତ୍କଳ ସମ୍ମିଳନୀ ଗଠନ: ୧୯୦୩ରେ ମଧୁସୁଦନ ଦାସ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଓଡ଼ିଆ ଜାତିର ସ୍ଵତନ୍ତ୍ର ପରିଚୟ ଓ ଭାଷାକୁ ସୁରକ୍ଷା ଦେବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା:  ସେ ଓଡ଼ିଆ ଭାଷାର ମାନ୍ୟତା ଓ ଶିକ୍ଷାରେ ଏହାର ବ୍ୟବହାର ପାଇଁ ସଂଘର୍ଷ କରିଥିଲେ। ତାଙ୍କ ଉଦ୍ୟମ ହେତୁ ଓଡ଼ିଆ ଭାଷାର ଗୌରବ ସ୍ଥାପିତ ହେଲା। ଔଦ୍ୟୋଗିକ ବିକାଶ: ମଧୁସୁଦନ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରି ଓଡ଼ିଶାରେ ଶିଳ୍ପୋନ୍ନତିର ପଥ ପ୍ରଶସ୍ତ କରିଥିଲେ। ଏହା ଓଡ଼ିଆ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଆର୍ଥିକ ସ୍ଵାବଲମ୍ବନରେ ସହାୟକ ହୋଇଥିଲା। ସାମାଜିକ ସଂସ୍କାର:  ସେ ନାରୀ ଶିକ୍ଷା, ବାଲ୍ୟ ବିବାହ…

Loading

Read More

ଷଷ୍ଠ ଦିନରେ ଇସି ସଦସ୍ଯଙ୍କ ଦିଵା-ରାତ୍ର ଗଣଧାରଣା ଅବ୍ୟାହତ:  କେନ୍ଦ୍ରୀୟ ସ୍କିମ ମିଶନ ଶକ୍ତିର ମୁଖ୍ଯ ଆଭିମୂଖ୍ୟକୁ କାର୍ଯ୍ୟକାରୀ କରୁଥିଵା ଇସି ସଦସ୍ୟମାନେ ହିଁ  ମୁଖ୍ୟ ସ୍କିମ ଓ୍ଵାର୍କର: ଇସି ସଂଘ

ଭୁଵନେଶ୍ଵର: ତା୨୪/୩: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟାରୁ ଇସି ସଦସ୍ୟଙ୍କୁ ବାଦ ଦେଇ ସ୍କିମ ଓ୍ଵାର୍କର୍କ ମାନ୍ୟତା ଦାବିରେ ଚାଲିଥିବା ଦିବାରାତ୍ର ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ୧୯୯୯ମସିହା ରେ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵରୋଜଗାର ଯୋଜନା ମାଧ୍ଯମରେ ଓଡିଶାରେ ୨୦୦୨ ମସିହାରୁ ଏହି ସ୍ବରୋଜଗାର ଯୋଜନା ଆରମ୍ଭ ହେଲା।ସେତେବେଳେ ଅଙ୍ଗନଓ୍ଵାଡି କର୍ମୀମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରୁଥାଆନ୍ତି। ପ୍ରତି ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ୨ ଜଣ ହାରରେ ଇସି ଚୟନ କରି ଵ୍ଲକ ସ୍ତରୀୟ ଫେଡେରେଶନ ମାଧ୍ଯମରେ ଜୀବିକା ଅର୍ଜନ କାର୍ଯ୍ଯ କରାଯାଉଥିଲା।ମାତ୍ର ୨୦୦୮ରେ କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ୍ ଏଵଂ ଓଡିଶା ରାଜ୍ଯ ରେ ମିଶନ ଶକ୍ତି ବିଭାଗ ଏହାର କାର୍ଯ୍ଯନ୍ଵୟନ କଲେ। ଏହି ସଂସ୍ଥାର ମୁଖ୍ୟ ଆଭିମୂଖ୍ୟ ହେଉଛି ଗୃହିଣୀ…

Loading

Read More

ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ୧୩ ଫେବୃଆରୀ ଠାରୁ ଵିଧାନସଭା ସମ୍ମୁଖରେ ଦିଵାରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଅନୁଷ୍ଠିତ ହେବ: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ (NOJMECS)

 ଭୁବନେଶ୍ଵର: ତା୯/୨: କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ ଅଧିନସ୍ଥ ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ଲକ୍ଷାଧିକ ଇସି (କାର୍ଯ୍ଯନିର୍ଵାହୀ) ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ବହିସ୍କାର ପାଇଁ ଗତ ୮ଏଵଂ ୨୨ଜାନୁଆରୀରେ ଜାରି ହେଇଥିବା ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବିରେ ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ୧୩ଫେଵୃଆରୀ ପୁର୍ଵାହ୍ନ ୧୦ଘଟିକା ଠାରୁ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ଯାହାର ପର୍ଯ୍ଯନ୍ତ ଦିବାରାତ୍ର ଗଣଧାରଣା ରେ ଵସିରହିଵେ, ନିର୍ଦେଶ ପ୍ରତ୍ୟାହାର ପରେ ଉଠିବେ ବୋଲି ଆଜି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଏଆଇଟିୟୁସି ରାଜ୍ଯ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଜୟନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଶୈଳବାଳା ରଥ, ଉପସଭାପତି ପୁଷ୍ପାଞ୍ଜଳୀ  ଜେନା ଓ ମମତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଶୈଳବାଳା ରଥ ସୂଚନା ଦେଇ…

Loading

Read More

ଜାତୀୟ ଗ୍ରାମୀଣ ଜୀଵିକା ମିଶନ ଇସି ସଦସ୍ଯମାନେ ଶକ୍ତି ପ୍ରଦର୍ଶନ କଲେ ଵାଲେଶ୍ଵରରେ *ଇସି ସଦସ୍ଯ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କର, * ସ୍ଥାୟୀ ନିଯୁକ୍ତି ଦିଅ, * ସାମାଜିକ ନିରାପତ୍ତା ପ୍ରଦାନ କର, * କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦିଅ ସମେତ ଵିଭିନ୍ନ ଦାଵି ଉପସ୍ଥାପିତ।

ଵାଲେଶ୍ଵର: ତା୨୧/୧/୨୦୨୫ରିଖ: ଜାତୀୟ ଗ୍ରାମୀଣ ଜୀଵିକା ମିଶନ ସ୍କିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗ ଅଧିନରେ ଓଡିଶା ଜୀଵିକା ମିଶନ ଏଵଂ ଓଡିଶା ମିଶନ ଶକ୍ତି ଅଧିନରେ କାର୍ଯ୍ଯରତ ହଜାର ହଜାର ଇସି ସଦସ୍ଯମାନେ ଏଆଇଟିୟୁସି ସଂଯୁକ୍ତ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ” ନେତୃତ୍ଵରେ ଆଜି ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ତଥା ଵିଶାଳ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡିଶା ଜୀଵିକା ମିଶନ ନିର୍ଦ୍ଦେଶକ ତଥା ସିଇଓ ଗତ ୮ଜାନୁଆରୀରେ ୩୭ନମ୍ଵର ଚିଠି ଵଳରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ଅଡିଟ ସାଂଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିଵା ନିର୍ଦ୍ଦେଶ ଦେଵା ପରେ ସମଗ୍ର ରାଜ୍ଯରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ଯଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି। ଗତ ୨୫ଵର୍ଷ…

Loading

Read More

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ

ଜୟପୁର: ତା ୧୦/୧/୨୦୨୫: ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗର ଓଡିଶା ଜୀଵିକା ମିଶନର ମିଶନ ଡାଇରେକ୍ଟର ତଥା ସିଇଓ ଡଃ ମୋନିକା ପ୍ରିୟଦର୍ଶିନୀ ମହାଶୟାଙ୍କ ଦ୍ଵାରା ଵିଭିନ୍ନ ଜିଲ୍ଲାପାଳଙ୍କୁ ଗତ ୮ଜାନୁଆରୀରେ ଦିଆଯାଇଥିଵା ନିର୍ଦ୍ଦେଶରେ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ରିଷ୍ଟ୍ରକ୍ଚରିଙ୍ଗ ଉଦ୍ଦେଶ୍ଯରେ କରାଯାଇଥିଵା ଦ୍ଵିଅର୍ଥ ଵୋଧକ ନିର୍ଦ୍ଦେଶରେ ସମଗ୍ର ରାଜ୍ଯର ଇସି ସଦସ୍ଯାମାନେ ଗଭୀର ଉଦଵେଗ ପ୍ରକାଶ କରିଛନ୍ତି। ଆଜି ଜୟପୁର ଶ୍ରମିକ ଭଵନଠାରେ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ”ର କୋରାପୁଟ ଜିଲ୍ଲା କମିଟି ଵୈଠକ ଜ୍ଯୋତୀରେଖା ଚେଟ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଵୈଠକରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ”ର ରାଜ୍ଯ ସଭାପତି ଜୟନ୍ତ ଦାସ ଜିଲ୍ଲା କମିଟି ଵୈଠକକୁ ଉଦଘାଟନ କରି ଓଡିଶା ମିଶନ ଶକ୍ତି ଵିଭାଗ ଅଧିନରେ ରାଜ୍ଯର ୭୦ଲକ୍ଷ…

Loading

Read More

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟସ୍ତରୀୟ ଶତବାର୍ଷିକୀ ଉଦଘାଟନ ସମାରୋହ ୨୬ଡିସେମ୍ଵରରେ କଟକ ସହରରେ ମହା ସମାରୋହରେ ପାଳିତ ହେବ।

କଟକ:ତା୮/୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ଯସ୍ତରୀୟ ଶତବାର୍ଷିକୀ ସମାରୋହ ଅଭ୍ୟର୍ଥନା କମିଟି ବୈଠକ ଆଜି ଇସକଫ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ପାର୍ଟି ର ପ୍ରତିଷ୍ଠା ଶତବାର୍ଷିକୀ ସମାରୋହ କଟକ ଠାରେ ଆସନ୍ତା ଡିସେମ୍ବର ୨୬ତାରିଖ ଦିନ ଉଦଘାଟିତ ହେବ। ଏହି ସମାରୋହକୁ ସଫଳତାର ସହିତ ସମ୍ପନ୍ନ କରିବା ପାଇଁ ଆଜି କଟକ ବାରବାଟି ଷ୍ଟାଡିଅମ ଠାରେ ବିଜୟ ପଢିଆରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ଶହେଜଣ ସଭ୍ଯକୁ ନେଇ ଏକ ଶତବାର୍ଷିକୀ ସମାରୋହ ପାଳନ ପ୍ରସ୍ତୁତି କମିଟି ଗଠନ କରାଯାଇଛି । ଏଥିରେ ଅଭିଭକ୍ତ କଟକ ଯଥା: କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡାର ବରିଷ୍ଠ କମ୍ୟୁନିଷ୍ଟ ନେତାମାନେ ଯୋଗଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। କଟକ କଳାବିକାଶ କେନ୍ଦ୍ରଠାରେ ଏହା ଉଦଘାଟିତ ହେବ। ଆଜିର ଏହି ବୈଠକରେ ରାଜ୍ଯ ପାର୍ଟିର ସମ୍ପାଦକ କ.ଆଶିଷ କାନୁନଗୋ, ସମ୍ପାଦକମଣ୍ଡଳୀ ସଭ୍ଯ…

Loading

Read More