By Jayantha Dass
ମୂଲ୍ଯଵୋଧ ରାଜନୀତି,ଉଦଵଆସ୍ତଉ ଆନ୍ଦୋଳନର ପ୍ରବାଦ ପୁରୁଷ, ଵିପ୍ଳଵୀ,ଶ୍ରମିକ ନେତା, ପ୍ରାକ୍ତନ କମ୍ୟୁନିଷ୍ଟ ଵିଧାୟକ ପ୍ରଶନ୍ନ କୁମାର ପଣ୍ଡାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଭୁଵନେଶ୍ଵର ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ। ପ୍ରଶନ୍ନ କୁମାର ପଣ୍ଡାଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ସାଥୀମାନଙ୍କୁ ପ୍ରଶନ୍ନ କୁମାର ପଣ୍ଡା ଶ୍ରମିକ ସାଥୀ ଓ ଛାତ୍ର ସାଥୀ ସମ୍ମାନରେ ସମ୍ମାନିତ। ପ୍ରସନ୍ନ କୁମାର ପଣ୍ଡାଙ୍କ ମୂଲ୍ଯଵୋଧ ଭିତ୍ତିକ ରାଜନୀତି ମାନବ ସମାଜ ସପକ୍ଷରେ ସମାଜ ପରିବର୍ତ୍ତନ ପାଇଁ ନୂତନ ପିଢୀକୁ ରାସ୍ତା ଦେଖାଇଵ।


