By Jayantha Das ଗୋପାଳପୁର ଵନ୍ଦରକୁ ଵର୍ଷସାରା କାର୍ଯ୍ଯକ୍ଷମ କର, ମଇ ପହିଲାରେ ଆନ୍ତର୍ଜାତିକ ଶ୍ରମିକ ଦିଵସ ପାଳନରେସମୁହ ଶ୍ରମିକ ଅଂଶ ଗ୍ରହଣ କରି ସମସ୍ତ ଶ୍ରମିକ ଗୃପ ଲିଡର ଓ ସମସ୍ତ ଶ୍ରମିକଙ୍କୁ ଵର୍ଷ ସାରା କାମ ଦିଅ ଦାଵିରେ ଶକ୍ତିଶାଳୀ ଶ୍ରମିକ ଆନ୍ଦୋଳନ ପାଇଁ ସମୁହ ଶ୍ରମିକ ସଂକଳ୍ପ ନେଵେ, ୧୭ମେ ୨୦୨୩ରେ ସମୂହ ଶ୍ରମିକ ଘେରିଵେ ଗୋପାଳପୁର ଵନ୍ଦର କାର୍ଯ୍ଯାଳୟ, ସଂଘର ୧୪ଜଣିଆ କାର୍ଯ୍ଯକାରୀ କମିଟି ସଦସ୍ଯଙ୍କୁ ୟୁନିୟନ ସଭ୍ଯପଦ କାର୍ଡ଼ଧାରୀ ଶ୍ରମିକମାନଙ୍କ ଦ୍ଵାରା ସର୍ଵ ସମ୍ମତିକ୍ରମେ ନିର୍ଵାଚିତ: ଗୋପାଳପୁର ଵନ୍ଦର ସୁପରଭାଇଜର ଆଣ୍ଡ୍ ଓ୍ଵାର୍କର୍ସ ୟୁନିୟନର ସାଧାରଣ ସଭାରେ ଏହି ତିନି ଦଫା ନିଷ୍ପତ୍ତି ଗୃହିତ। ଗୋପାଳପୁର ଵନ୍ଦର ସୁପରଭାଇଜର ଆଣ୍ଡ୍ ଓ୍ଵାର୍କର୍ସ ୟୁନିୟନ ନେତା କେଶଵ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ୟୁନିୟନ ସାଧାରଣ ସଭାରେ ୟୁନିୟନ ନେତା ଵୈରାଗୀ ରେଡୀ…