By Jayantha Dash
ଅତ୍ଯାଵଶ୍ଯକୀୟ ସାମଗ୍ରୀର ଦର ଵୃଦ୍ଧି,କମ୍ପାନୀ ମାନଙ୍କୁ କର୍ପୋରେଟ ଟିକସ ଛାଡ଼ ଦେଇ ସାଧାରଣ ମଣିଷର ଖାଦ୍ଯ ସାମଗ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଠ୍ଯ ସାମଗ୍ରୀ ଉପରେ ଜିଏସଟିର ଵୋଝ ଲଦିଵା ଵିରୋଧରେ ଏଵଂ ମହିଳାମାନଙ୍କୁ ସିଟି ଵସରେ ମାଗଣା ଯାତ୍ରା ସୁଵିଧା,ସମସ୍ତ ଵସରେ ମହିଳାଙ୍କ ପାଇଁ ଭଡା ରିହାତି, ଵିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ ଇତ୍ଯାଦି ଦାଵିରେ ଆଜି ଉତ୍କଳ ମହିଳା ସମିତି ପକ୍ଷରୁ ଗଣ ଵିକ୍ଷୋଭ ଅନୁଷ୍ଠିତ।ଏହା ପୁର୍ଵରୁ ରାଜମହଲ ଛକଠାରୁ ଏକ ଶୋଭାଯାତ୍ରା ଆସି ମାଷ୍ଟରକ୍ଯାଣ୍ଟିନ ଛକରେ ପହଞ୍ଚିଥିଲା।

