अडानी द्वारा NDTV के अधिग्रहण के साथ झूठ के कचरे से सच को बाहर निकालना समाप्त हो गया है। श्री प्रणय रॉय, श्रीमती राधिका रॉय और रवीश कुमार ने NDTV से इस्तीफा दे दिया।

Bring out truth from the garbage of lie is ended with the NDTV’s taken over by Adani’s. Mr Pronay Roy, Mrs Radhika Roy & Ravish Kumar Resigned from NDTV. अडानी द्वारा NDTV के अधिग्रहण के साथ झूठ के कचरे से सच को बाहर निकालना समाप्त हो गया है। श्री प्रणय रॉय, श्रीमती राधिका रॉय और रवीश कुमार ने NDTV से इस्तीफा दे दिया।

Loading

Read More

ଯୁଵ ଓକିଲ ନେପୋଲିୟନ ସାହାଣୀଙ୍କ ଵିୟୋଗରେ ଵାଲେଶ୍ଵର ପଥ ବିକ୍ରେତା ସଂଘ ପକ୍ଷରୁ ଶୋକ ସଭା।

By Jayantha Daş ଅତ୍ଯନ୍ତ ମିଷ୍ଟଭାଷୀ, ଓଡିଶା ଉଚ୍ଚ ନ୍ଯାୟାଳୟର ସଫଳ ଯୁଵ ଆଇଜୀଵି ନେପୋଲିୟନ ସାହାଣୀଙ୍କର ଅକାଳ ଵିୟୋଗରେ ଵାଲେଶ୍ଵର ପଥ ଵିକ୍ରେତା ସଂଘର ସଦସ୍ଯମାନଙ୍କ ଭିତରେ ଶୋକର ଜଛାୟା ଖେଳିଯାଇଛି। ଆଜି ଵାଲେଶ୍ଵର ପଥ ଵିକ୍ରେତା ସଂଘର ଉପ ସଭାପତି ଆଵିଦ ଖାନ୍ ଙ୍କ ଅଧ୍ଯକ୍ଷତାରେ ସିନେମା ଛକଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଏଆଇଟିୟୁସିର ରାଜ୍ଯ ସମ୍ପାଦକ ତଥା ଓଡିଶା ପଥ ଵିକ୍ରେତା ସଂଘର ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ, ଆଡଭୋକେଟ ଅଵଦୁଲ ରଫିକ୍, ସଂଘ ସମ୍ପାଦକ ମୋହିନୀ ମୋହନ ପରିଡା, ଟିଭିସି ସଦସ୍ଯ ଟିପିରୀ ସିଂହ, ଅଭିରାମ ଵାରିକ,ସୁଧାଂଶୁ ଶାହା, ମନୋଜ ରାଠୋର, ପୁର୍ଣ୍ଣ ଦାସ,  ପ୍ରଭାସ ସିଂହ ପ୍ରମୁଖ ସ୍ଵର୍ଗତ ନେପୋଲିୟନ ସାହାଣୀଙ୍କ ଛାତ୍ର ଜୀଵନରୁ ଲଢୁଆ ଭୂମିକା, ଓକିଲାତିରେ ଅଵହେଳିତ ପଥ ଵିକ୍ରେତାଙ୍କ ପ୍ରତି…

Loading

Read More

एनएचएफ द्वारा उदयपुर राजस्थान में बेदखली विरोधी दिवस का आयोजन।

By Yakub from India नेशनल हाकर्स फेडरेशन एवम ठेला व्यवसायी एकता यूनियन, उदयपुर द्वारा आज हॉकर्स उजाडिकरण विरोध दिवस मनाया गया ।नेशनल हॉकर्स फेडरेशन के कन्वीनर याकूब मोहम्मद ने बताया कि आज  से 25 वर्ष पहले 24 नवम्बर को  इस दिन कोलकाता के हाकर्स वेंडर्स  को बुरी तरह मारपीट करके हटाया गया था. *ऑपोरेशन सनशाईन* नाम से चालये गये इस कारवाई से परेशान होकर  काफी होकर वेंडर्स साथीयो ने आत्महत्या की थी. इस बुरे दीन को *Anti eviction Day*  तथा*कारवाई विरोधी दीन* नामसे याद करते है। इसलिए आज हॉकर्स वेंडर्स…

Loading

Read More

ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ୨୨ନଭେମ୍ଵର ୨୨ ଵିକ୍ଷୋଭ

Jayanta Das ଆଜି ତା ୨୨/୧୧/୨୦୨୨ରିଖ ମଙ୍ଗଳଵାର ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଅଂଗନଓ୍ଵାଡି କର୍ମୀ ସଂଘ ପକ୍ଷରୁ ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଅନୁଷ୍ଠିତ ଵିକ୍ଷୋଭର ଏକ ଅଂଶମାତ୍ର।ସମସ୍ତ ଅଁଶଗ୍ରହଣକାରୀଙ୍କୁ ଏଆଇଟିୟୁସି ପକ୍ଷରୁ ହାର୍ଦ୍ଦିକ -ଵୈପ୍ଳଵିକ ଅଭିନ୍ଦନ।

Loading

Read More

କେନ୍ଦ୍ରର_ଜନମାରଣା_ନୀତିକୁ_ବିରୋଧ

By jayantha daş AITUC ଶ୍ରମିକ ସଂଗଠନର ୧୩ତମ ରାଜ୍ୟ ସମ୍ମିଳନୀ ରାଉରକେଲା ଠାରେ ଆରମ୍ଭ ହୋଇଯାଇଛି । ଏହି ତିନି ଦିନିଆ ସମ୍ମିଳନୀର ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କ ଜନ ବିରୋଧି, ଶ୍ରମିକ ବିରୋଧୀ ନିତିକୁ ବିରୋଧ କରାଯିଵା ସହ ଦେଶର ସମ୍ପତ୍ତି ଘରୋଇ କରଣ ଉଦ୍ୟମକୁ ବିରୋଧ କରାଯାଇଛି  #AITUC #Summit #Rourkela #NandighoshaTV

Loading

Read More

Asia commune leading partners in India from RAJASTAN.

Hello,  Myself Yakub Mohammed, I am  President of  Sahyogi Seva Sansthan its registered Voluntary Organization, working in the field of  Rural and Urban development for marginal people, women  and child and deprived sections of community. I  am also working  in development sector on different public issues with like minded people with different networks, like Hawkers Streets Vendor Rights, Campaign Against Child Labour, Rights to information, Right to food etc. I am member of Asia commune and represent India chapter.  I am National Secretary of NATIONAL HAWKERS FEDERATION, INDIA. Our main…

Loading

Read More

ନିଖିଳ ଓଡିଶା ଆଶା କର୍ମୀ ସଂଘର ମୁନିଗୁଡା ଵ୍ଲକ ସମ୍ମିଳନୀ ଅନୁଷ୍ଠିତ।

By Jayantha Das ମୁନିଗୁଡା: ତା୩୦/୧୦/୨୦୨୨ରିଖ:  ଆଜି ନିଖିଳ ଓଡିଶା ଆଶା କର୍ମୀ ସଂଘର ମୁନିଗୁଡା ଵ୍ଲକ ସମ୍ମିଳନୀ ଲତାଗୁଡା ଅନୁଷ୍ଠାନଠାରେ ଅନୁଷ୍ଠିତ ହୋଇଥିଵା ଵେଳେ ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ଯ ସମ୍ପାଦକ ନମୀତା ସାହୁ ଏହି ସମ୍ମିଳନୀକୁ ଉଦଘାଟନ କରି ଆଶା ଭଉଣୀମାନେ କରୋନା ମହାମାରୀ ମୁକାଵିଲାରେ ନିଜ ଜୀଵନ ଵିପନ୍ନ କରି ମହାମାରୀ କଵଳରୁ ଜନଗଣଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରିଥିଵା ଵେଳେ ସରକାର ଏହାର ଶ୍ରେୟ ନିଜ ସପକ୍ଷରେ ନେଇ ନିର୍ଵାଚନ ଲଢି ଵିଜୟ ଲାଭ କରୁଥିଵା ଵେଳେ ଏହି ଆଶା କର୍ମୀଙ୍କୁ ସର୍ଵନିମ୍ନ ମଜୁରୀ ନଦେଇ କାମ ଆଦାୟ ହେଉଛି, ଏପରିକି ଗର୍ଭଵତୀ ମହିଳାଙ୍କ ସୁରକ୍ଷିତ ପ୍ରସଵ ର ପ୍ରାପ୍ଯ ଅନ୍ଯ ଅଧିକାରୀମାନେ ଆତ୍ମସାତ କରୁଛନ୍ତି।ଏହା ଵିରୋଧରେ ଏକମାତ୍ର ନିଖିଳ ଓଡିଶା ଆଶା କର୍ମୀ ସଂଘ ପଲ୍ଲୀରୁ ଦିଲ୍ଲୀ…

Loading

Read More

ଶ୍ରମ କୋଡ୍,ଜିଏସଟି, ଏନ୍ଏମପି, ନିଯୁକ୍ତି ସଂକୋଚନ ଓ ଦର ଵୃଦ୍ଧି ଵିରୁଦ୍ଧରେ ରାଜ୍ଯଵ୍ଯାପୀ ଏଆଇଟିୟୁସିର ଅଭିଯାନ ପାଇଁ ସଂକଳ୍ପ ପାରିତ।

By Jayantha Dash ଶ୍ରମ କୋଡ୍,ଜିଏସଟି, ଏନ୍ଏମପି, ନିଯୁକ୍ତି ସଂକୋଚନ ଓ ଦର ଵୃଦ୍ଧି ଵିରୁଦ୍ଧରେ ରାଜ୍ଯଵ୍ଯାପୀ ଏଆଇଟିୟୁସିର ଅଭିଯାନ ପାଇଁ ସଂକଳ୍ପ ପାରିତ। ୧୧ରୁ ୧୩ନଭେମ୍ବର ରାଉରକେଲା ଠାରେ ଏଆଇଟିୟୁସିର ରାଜ୍ଯ ସମ୍ମିଳନୀ ପାଇଁ ପ୍ରସ୍ତୁତି। ଵିଶିଷ୍ଟ ଏଆଇଟିୟୁସି ନେତା ଦୁର୍ଗା ଚରଣ ମହାନ୍ତିଙ୍କ ଜନ୍ମ ଶତଵାର୍ଷିକୀ କଟକ ଶତାଵ୍ଦି ଭଵନରେ ପହିଲା ସେପ୍ଟେମ୍ଵରରେ ଆୟୋଜନ ପାଇଁ ପରିଵର୍ଦ୍ଧିତ ରାଜ୍ଯ କମିଟି ଵୈଠକରେ ସର୍ଵ ସମ୍ମତ ନିଷ୍ପତ୍ତି।

Loading

Read More