ଵାଲେଶ୍ଵର: ତା୨୧/୧/୨୦୨୫ରିଖ: ଜାତୀୟ ଗ୍ରାମୀଣ ଜୀଵିକା ମିଶନ ସ୍କିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗ ଅଧିନରେ ଓଡିଶା ଜୀଵିକା ମିଶନ ଏଵଂ ଓଡିଶା ମିଶନ ଶକ୍ତି ଅଧିନରେ କାର୍ଯ୍ଯରତ ହଜାର ହଜାର ଇସି ସଦସ୍ଯମାନେ ଏଆଇଟିୟୁସି ସଂଯୁକ୍ତ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ” ନେତୃତ୍ଵରେ ଆଜି ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ତଥା ଵିଶାଳ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡିଶା ଜୀଵିକା ମିଶନ ନିର୍ଦ୍ଦେଶକ ତଥା ସିଇଓ ଗତ ୮ଜାନୁଆରୀରେ ୩୭ନମ୍ଵର ଚିଠି ଵଳରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ଅଡିଟ ସାଂଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିଵା ନିର୍ଦ୍ଦେଶ ଦେଵା ପରେ ସମଗ୍ର ରାଜ୍ଯରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ଯଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି। ଗତ ୨୫ଵର୍ଷ…
![]()