Tuesday, June 16

India

ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶତଵାର୍ଷିକୀ ସମାରୋହ ପାଇଁ ରାଜ୍ଯ କାର୍ଯ୍ଯକାରୀ କମିଟି ଵୈଠକ ଚାଲିଛି: ସମ୍ଵିଧାନ ପ୍ରଣେତା ଵାଵା ସାହେଵଙ୍କ ସ୍ମୃତି ପାଳିତ
Hindi, India

ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶତଵାର୍ଷିକୀ ସମାରୋହ ପାଇଁ ରାଜ୍ଯ କାର୍ଯ୍ଯକାରୀ କମିଟି ଵୈଠକ ଚାଲିଛି: ସମ୍ଵିଧାନ ପ୍ରଣେତା ଵାଵା ସାହେଵଙ୍କ ସ୍ମୃତି ପାଳିତ

ଭୁଵେଶ୍ଵର: ତା୬/୧୨/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରତିଷ୍ଠା ଶତଵାର୍ଷିକୀ ରାଜ୍ଯଵ୍ଯାପୀ ୨୬ଡିସେମ୍ଵର୨୦୨୪ରୁ ୨୬ଡିସେମ୍ଵର ୨୦୨୫ପର୍ଯ୍ଯନ୍ତ ପାଳିତ ହେବ। ଦେଶର ଜନଗଣଙ୍କ ଅଧିକାର, ଶୋଷଣରୁ ମୁକ୍ତି ପାଇଁ ଦଳର ଲୋମହର୍ଷଣକାରୀ ତ୍ଯାଗ, ମାନଵୀୟ ଅଧିକାର ଓ ସାମ୍ଯ ସମାଜ ପ୍ରତିଷ୍ଠାର ସଂଘର୍ଷରେ ଚରମ ତ୍ଯାଗ, ନିଷ୍ଠା ଓ ଆତ୍ମ ଵଳୀଦାନର ଐତିହାସିକ ପୃଷ୍ଠଭୁମି ସମାଜର ପରିଵର୍ତ୍ତନ ପାଇଁ ଭିତ୍ତି ସୁଦୃଢ କରିଵା ପାଇଁ ଗାଁ ଗଣ୍ଡା, ଵସ୍ତି, ସହର,ଶିକ୍ଷାନୁଷ୍ଠାନ ରୁ ଶିଳ୍ପାନୁଷ୍ଠାନ, କୃଷି କ୍ଷେତ୍ରରୁ ଵ୍ଯଵସାୟ କ୍ଷେତ୍ର ସର୍ଵ ଵ୍ଯାପୀ ସଂଗଠନକୁ ମଜଭୁତ କରିଵା ପାଇଁ ଗତକାଲି ଠାରୁ ଦଳର ରାଜ୍ଯ ଦପ୍ତର ଭଗଵତୀ ଭଵନ ଠାରେ ରାଜ୍ଯ ସମ୍ପାଦକ ମଣ୍ଡଳୀ, ଆଜି ରାଜ୍ଯ କାର୍ଯ୍ଯକାରୀ କମିଟି ଓ ଆସନ୍ତା କାଲି ୭ଡିସେମ୍ଵର ରାଜ୍ଯ ପରିଷଦ ଵୈଠକ ଚାଲୁରହିବ। ଆଜି ସକାଳେ ଭାରତ ଵର୍ଷର ଵିଭିନ୍ନତା ମଧ୍ଯରେ ଏକତା, ଏହାର ସ୍ଵାଧୀନତା, ସାର୍ଵଭୈ।ମତ୍ଵ, ଧର୍ମନୀରପେକ୍ଷତା, ସମାଜଵାଦ, ସାମାଜିକ ନ୍ଯାୟର ସମ୍ଵିଧାନ ପ୍ରଣେତା ଭାରତ ରତ୍ନ ଵାଵା ସାହେଵ ଡକ୍ଟର ଭୀମରାଓ ଆମ୍ଵେଦକରଙ୍କ ସ୍ମୃତି ଦିଵ...
अमन के हम रखवाले सब एक हैं: इप्टा
Hindi, India

अमन के हम रखवाले सब एक हैं: इप्टा

अमन के हम रखवाले सब एक हैं एक हैं हम जुल्म से लड़ने वाले सब एक है एक है हम कोरिया में हम हैं हिंदुस्तान में हम रूस में हैं चीन में जापान में हम अफ्रीका में हम है पाकिस्तान में हम दुनिया के हर सच्चे इंसान में हम क्या गोरे क्या काले, सब एक हैं एक हैं जुल्म से लड़नेवाले, सब एक हैं एक हैं हम अजंता और ताज के फनकार हैं हम पेरिस, व्हेनिस, रोम के शृंगार हैं हम चलती-फिरती सडकों की रफ़्तार हैं हम हँसते गाते कारखानों के गीत हैं हम जीवन के उजियारे, सब एक हैं एक हैं जुल्म से लड़नेवाले, सब एक हैं एक हैं हम बच्चों की मुस्कान बेचते नहीं माँओं  के अरमान बेचते नहीं इस एटम और दौलत के बाजार में हम इंसानों की जान बेचते नहीं आजादी के रखवाले, सब एक हैं एक हैं जुल्म से लड़नेवाले सब एक हैं एक हैं इन बस्तियों को जगमगाना है सदा इन खेतियों को लहलहाना...
Toggle Dark Mode