ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶତଵାର୍ଷିକୀ ସମାରୋହ ପାଇଁ ରାଜ୍ଯ କାର୍ଯ୍ଯକାରୀ କମିଟି ଵୈଠକ ଚାଲିଛି: ସମ୍ଵିଧାନ ପ୍ରଣେତା ଵାଵା ସାହେଵଙ୍କ ସ୍ମୃତି ପାଳିତ
ଭୁଵେଶ୍ଵର: ତା୬/୧୨/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରତିଷ୍ଠା ଶତଵାର୍ଷିକୀ ରାଜ୍ଯଵ୍ଯାପୀ ୨୬ଡିସେମ୍ଵର୨୦୨୪ରୁ ୨୬ଡିସେମ୍ଵର ୨୦୨୫ପର୍ଯ୍ଯନ୍ତ ପାଳିତ ହେବ। ଦେଶର ଜନଗଣଙ୍କ ଅଧିକାର, ଶୋଷଣରୁ ମୁକ୍ତି ପାଇଁ ଦଳର
![]()