India Archives - Asia Commune https://asiacommune.org/category/india/ Equality & Solidarity Mon, 09 Dec 2024 16:07:05 +0000 en-US hourly 1 https://wordpress.org/?v=6.7.1 https://asiacommune.org/wp-content/uploads/2022/07/cropped-cropped-cropped-cropped-New_Logo_02-32x32.png India Archives - Asia Commune https://asiacommune.org/category/india/ 32 32 ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟସ୍ତରୀୟ ଶତବାର୍ଷିକୀ ଉଦଘାଟନ ସମାରୋହ ୨୬ଡିସେମ୍ଵରରେ କଟକ ସହରରେ ମହା ସମାରୋହରେ ପାଳିତ ହେବ। https://asiacommune.org/2024/12/09/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ad%9f%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/ https://asiacommune.org/2024/12/09/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ad%9f%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/#respond Mon, 09 Dec 2024 16:07:02 +0000 https://asiacommune.org/?p=8299 କଟକ:ତା୮/୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ଯସ୍ତରୀୟ ଶତବାର୍ଷିକୀ ସମାରୋହ ଅଭ୍ୟର୍ଥନା କମିଟି ବୈଠକ ଆଜି ଇସକଫ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ପାର୍ଟି ର ପ୍ରତିଷ୍ଠା ଶତବାର୍ଷିକୀ ସମାରୋହ କଟକ ଠାରେ ଆସନ୍ତା ଡିସେମ୍ବର ୨୬ତାରିଖ…

The post ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟସ୍ତରୀୟ ଶତବାର୍ଷିକୀ ଉଦଘାଟନ ସମାରୋହ ୨୬ଡିସେମ୍ଵରରେ କଟକ ସହରରେ ମହା ସମାରୋହରେ ପାଳିତ ହେବ। appeared first on Asia Commune.

]]>

କଟକ:ତା୮/୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ଯସ୍ତରୀୟ ଶତବାର୍ଷିକୀ ସମାରୋହ ଅଭ୍ୟର୍ଥନା କମିଟି ବୈଠକ ଆଜି ଇସକଫ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ପାର୍ଟି ର ପ୍ରତିଷ୍ଠା ଶତବାର୍ଷିକୀ ସମାରୋହ କଟକ ଠାରେ ଆସନ୍ତା ଡିସେମ୍ବର ୨୬ତାରିଖ ଦିନ ଉଦଘାଟିତ ହେବ। ଏହି ସମାରୋହକୁ ସଫଳତାର ସହିତ ସମ୍ପନ୍ନ କରିବା ପାଇଁ ଆଜି କଟକ ବାରବାଟି ଷ୍ଟାଡିଅମ ଠାରେ ବିଜୟ ପଢିଆରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ଶହେଜଣ ସଭ୍ଯକୁ ନେଇ ଏକ ଶତବାର୍ଷିକୀ ସମାରୋହ ପାଳନ ପ୍ରସ୍ତୁତି କମିଟି ଗଠନ କରାଯାଇଛି । ଏଥିରେ ଅଭିଭକ୍ତ କଟକ ଯଥା: କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡାର ବରିଷ୍ଠ କମ୍ୟୁନିଷ୍ଟ ନେତାମାନେ ଯୋଗଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। କଟକ କଳାବିକାଶ କେନ୍ଦ୍ରଠାରେ ଏହା ଉଦଘାଟିତ ହେବ। ଆଜିର ଏହି ବୈଠକରେ ରାଜ୍ଯ ପାର୍ଟିର ସମ୍ପାଦକ କ.ଆଶିଷ କାନୁନଗୋ, ସମ୍ପାଦକମଣ୍ଡଳୀ ସଭ୍ଯ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର ,ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ଜୟନ୍ତ ଦାସ, ରାଜ୍ଯ କାର୍ଯ୍ୟକାରୀ କମିଟି ସଭ୍ଯ ଅମରେନ୍ଦୁ ମହାନ୍ତି, ପ୍ରଫେସର ଅଜୟ କୁମାର ସାମଲ, ଶଶୀଭୂଷଣ ସ୍ବାଇଁ, କିଶୋର ଜେନା, ବିନୋଦ ବେହେରା, ବିଜୟ ମହାନ୍ତି, ଉଦୟ କେଶରୀ ବର୍ମା, ବିଦ୍ୟାପ୍ରସନ ମହାପାତ୍ର, ବିପିନ ପାଢୀ, ସୁନାକର ବରାଳ ପମୁଖ ଚାରି ଜିଲ୍ଲାର ନେତୃତ୍ବ ଯୋଗ ଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମାରୋହ ପୂର୍ବରୁ ଏକ ବର୍ଣ୍ଣାଢ୍ଯ ଶୋଭାଯାତ୍ରା ସହର ପରିକ୍ରମା କରିବ ।ଏହି ଅବସରରେ ସ୍ବାଧିନତା ସଂଗ୍ରାମର ନାୟକ କମ୍ୟୁନିଷ୍ଟ ନେତା ମାନଙ୍କ ତ୍ଯାଗ, ନିଷ୍ଠା, ବଳିଦାନ, ଦେଶପ୍ରେମ, ପ୍ରଗତିଶୀଳ ସାହିତ୍ୟ, ସଂସ୍କୃତି, ସାମାଜିକ ଜନ ଜୀବନ ପାଇଁ ଅତୁଳନୀୟ ଅବଦାନକୁ ସ୍ମରଣ କରାଯିବା ସହ ଗଣ ବିପ୍ଳବ ମାଧ୍ଯମରେ ଶୋଷଣ ମୁକ୍ତ ସମାଜବାଦୀ ସମାଜ ଓ ସାମ୍ୟବାଦୀ ସମାଜ ଗଠନର ସଂକଳ୍ପ ନିଆଯିଵ।

By Jayantha Das.

Loading

The post ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟସ୍ତରୀୟ ଶତବାର୍ଷିକୀ ଉଦଘାଟନ ସମାରୋହ ୨୬ଡିସେମ୍ଵରରେ କଟକ ସହରରେ ମହା ସମାରୋହରେ ପାଳିତ ହେବ। appeared first on Asia Commune.

]]>
https://asiacommune.org/2024/12/09/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ad%9f%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/feed/ 0 8299
Independent People’s Tribunal Schedule https://asiacommune.org/2024/12/07/independent-peoples-tribunal-schedule/ https://asiacommune.org/2024/12/07/independent-peoples-tribunal-schedule/#respond Sat, 07 Dec 2024 16:46:36 +0000 https://asiacommune.org/?p=8289 The post Independent People’s Tribunal Schedule appeared first on Asia Commune.

]]>
Independent People’s Tribunal_Schedule_Final2Download

Loading

The post Independent People’s Tribunal Schedule appeared first on Asia Commune.

]]>
https://asiacommune.org/2024/12/07/independent-peoples-tribunal-schedule/feed/ 0 8289
ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶତଵାର୍ଷିକୀ ସମାରୋହ ପାଇଁ ରାଜ୍ଯ କାର୍ଯ୍ଯକାରୀ କମିଟି ଵୈଠକ ଚାଲିଛି: ସମ୍ଵିଧାନ ପ୍ରଣେତା ଵାଵା ସାହେଵଙ୍କ ସ୍ମୃତି ପାଳିତ https://asiacommune.org/2024/12/07/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ac%af%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/ https://asiacommune.org/2024/12/07/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ac%af%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/#respond Sat, 07 Dec 2024 16:38:36 +0000 https://asiacommune.org/?p=8285 ଭୁଵେଶ୍ଵର: ତା୬/୧୨/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରତିଷ୍ଠା ଶତଵାର୍ଷିକୀ ରାଜ୍ଯଵ୍ଯାପୀ ୨୬ଡିସେମ୍ଵର୨୦୨୪ରୁ ୨୬ଡିସେମ୍ଵର ୨୦୨୫ପର୍ଯ୍ଯନ୍ତ ପାଳିତ ହେବ। ଦେଶର ଜନଗଣଙ୍କ ଅଧିକାର, ଶୋଷଣରୁ ମୁକ୍ତି ପାଇଁ ଦଳର ଲୋମହର୍ଷଣକାରୀ ତ୍ଯାଗ, ମାନଵୀୟ ଅଧିକାର ଓ…

The post ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶତଵାର୍ଷିକୀ ସମାରୋହ ପାଇଁ ରାଜ୍ଯ କାର୍ଯ୍ଯକାରୀ କମିଟି ଵୈଠକ ଚାଲିଛି: ସମ୍ଵିଧାନ ପ୍ରଣେତା ଵାଵା ସାହେଵଙ୍କ ସ୍ମୃତି ପାଳିତ appeared first on Asia Commune.

]]>

ଭୁଵେଶ୍ଵର: ତା୬/୧୨/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରତିଷ୍ଠା ଶତଵାର୍ଷିକୀ ରାଜ୍ଯଵ୍ଯାପୀ ୨୬ଡିସେମ୍ଵର୨୦୨୪ରୁ ୨୬ଡିସେମ୍ଵର ୨୦୨୫ପର୍ଯ୍ଯନ୍ତ ପାଳିତ ହେବ। ଦେଶର ଜନଗଣଙ୍କ ଅଧିକାର, ଶୋଷଣରୁ ମୁକ୍ତି ପାଇଁ ଦଳର ଲୋମହର୍ଷଣକାରୀ ତ୍ଯାଗ, ମାନଵୀୟ ଅଧିକାର ଓ ସାମ୍ଯ ସମାଜ ପ୍ରତିଷ୍ଠାର ସଂଘର୍ଷରେ ଚରମ ତ୍ଯାଗ, ନିଷ୍ଠା ଓ ଆତ୍ମ ଵଳୀଦାନର ଐତିହାସିକ ପୃଷ୍ଠଭୁମି ସମାଜର ପରିଵର୍ତ୍ତନ ପାଇଁ ଭିତ୍ତି ସୁଦୃଢ କରିଵା ପାଇଁ ଗାଁ ଗଣ୍ଡା, ଵସ୍ତି, ସହର,ଶିକ୍ଷାନୁଷ୍ଠାନ ରୁ ଶିଳ୍ପାନୁଷ୍ଠାନ, କୃଷି କ୍ଷେତ୍ରରୁ ଵ୍ଯଵସାୟ କ୍ଷେତ୍ର ସର୍ଵ ଵ୍ଯାପୀ ସଂଗଠନକୁ ମଜଭୁତ କରିଵା ପାଇଁ ଗତକାଲି ଠାରୁ ଦଳର ରାଜ୍ଯ ଦପ୍ତର ଭଗଵତୀ ଭଵନ ଠାରେ ରାଜ୍ଯ ସମ୍ପାଦକ ମଣ୍ଡଳୀ, ଆଜି ରାଜ୍ଯ କାର୍ଯ୍ଯକାରୀ କମିଟି ଓ ଆସନ୍ତା କାଲି ୭ଡିସେମ୍ଵର ରାଜ୍ଯ ପରିଷଦ ଵୈଠକ ଚାଲୁରହିବ। ଆଜି ସକାଳେ ଭାରତ ଵର୍ଷର ଵିଭିନ୍ନତା ମଧ୍ଯରେ ଏକତା, ଏହାର ସ୍ଵାଧୀନତା, ସାର୍ଵଭୈ।ମତ୍ଵ, ଧର୍ମନୀରପେକ୍ଷତା, ସମାଜଵାଦ, ସାମାଜିକ ନ୍ଯାୟର ସମ୍ଵିଧାନ ପ୍ରଣେତା ଭାରତ ରତ୍ନ ଵାଵା ସାହେଵ ଡକ୍ଟର ଭୀମରାଓ ଆମ୍ଵେଦକରଙ୍କ ସ୍ମୃତି ଦିଵସ ପାଳନ ପରେ ଡାକ୍ତର ପ୍ରଶାନ୍ତ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଵୈଠକରେ ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଆଶିଷ କାନୁନଗୋ ଵିଵରଣୀ ଉପସ୍ଥାପନ କରି ଭ୍ରଷ୍ଟ ରାହୁ ପୁଞ୍ଜିପତି ଆଦାନୀ ମୋଦି ସରକାରଙ୍କୁ କ୍ରୀଡନକ ସଜାଇ ଦେଶର ପ୍ରମୁଖ ସମ୍ଵଳ ଲୁଣ୍ଠନ କରିଵା, ରାଜ୍ଯରେ ଡଵଲ ଇଞ୍ଜିନ ସରକାର ସମସ୍ତ ଅତ୍ଯାଵଶ୍ଯକୀୟ ସାମଗ୍ରୀର ଦରଵୃଦ୍ଧି କରି ଜନଗଣଙ୍କୁ ଦୁଇଗୁଣା ଶୋଷଣ ଵିରୋଧରେ ଆଗାମୀ ୧୦ ଡିସେମ୍ଵର ଦେଶଵ୍ଯାପୀ ପ୍ରତିଵାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ଜିଲାରେ ପ୍ରତିଵାଦ ଆନ୍ଦୋଳନକୁ ସଫଳ କରିଵାକୁ ଆହ୍ଵାନ ଦେଇଛନ୍ତି। ଶତଵାର୍ଷିକୀ ପାଇଁ ରାଜ୍ଯସ୍ତରୀୟ ଉଦଘାଟନ ଉତ୍ସଵ କଟକରେ ମହା ସମାରୋହରେ ପାଳନ ପ୍ରସ୍ତାଵ ଆଗତ କରିଛନ୍ତି। ସଭାରେ ଉପସ୍ଥିତ ରାଜ୍ଯ ସହ ସମ୍ପାଦକ କ୍ଷୀରୋଦ ସିଂଦେଓ, ଵରିଷ୍ଠ ସମ୍ପାଦକମଣ୍ଡଳୀ ସଦସ୍ଯ ଅଶୋକ ଦାଶ, ଜୟନ୍ତ ଦାସ, ଏନ୍ ନାରାୟଣ ରେଡୀ, ଵିଜୟ ଜେନା, ଦାମୋଦର ଵେହେରା, ରମଣୀ ରଞ୍ଜନ ରାଉତରାୟ, କଣ୍ଟ୍ରୋଲ କମିଶନ ଅଧ୍ଯକ୍ଷ ଵସନ୍ତ ପାଇକରାଏ, କାର୍ଯ୍ଯକାରୀ କମିଟିର ଶ୍ରୀହର୍ଷ ରଥ, ପ୍ରମୋଦିନୀ ପାଇକରାୟ, ସୁର ଜେନା, ମହେଶ୍ଵର ରାଉତ, ଵିଦ୍ଯାଧର ମହାନ୍ତ,ଵ୍ରଜଵନ୍ଧୁ ପ୍ରଧାନ, ପ୍ରମୋଦ ମହାନ୍ତି ପ୍ରମୁଖ ଵିଭିନ୍ନ ପ୍ରସ୍ତାଵ ଉପରେ ଆଲୋଚନା କରିଛନ୍ତି। ଆଜି ଏହି ଆଲୋଚନା ଚାଲୁ ରହିଥିଵା ଵେଳେ ଆସନ୍ତା କାଲି ରାଜ୍ଯ ପରିଷଦ ଵୈଠକ ଅନୁଷ୍ଠିତ ହେଵ ଵୋଲି ସିପିଆଇ ରାଜ୍ଯ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଛି।

By Jayantha Das

Loading

The post ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶତଵାର୍ଷିକୀ ସମାରୋହ ପାଇଁ ରାଜ୍ଯ କାର୍ଯ୍ଯକାରୀ କମିଟି ଵୈଠକ ଚାଲିଛି: ସମ୍ଵିଧାନ ପ୍ରଣେତା ଵାଵା ସାହେଵଙ୍କ ସ୍ମୃତି ପାଳିତ appeared first on Asia Commune.

]]>
https://asiacommune.org/2024/12/07/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ac%af%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/feed/ 0 8285
अमन के हम रखवाले सब एक हैं: इप्टा https://asiacommune.org/2024/10/29/%e0%a4%85%e0%a4%ae%e0%a4%a8-%e0%a4%95%e0%a5%87-%e0%a4%b9%e0%a4%ae-%e0%a4%b0%e0%a4%96%e0%a4%b5%e0%a4%be%e0%a4%b2%e0%a5%87-%e0%a4%b8%e0%a4%ac-%e0%a4%8f%e0%a4%95-%e0%a4%b9%e0%a5%88%e0%a4%82-%e0%a4%87/ Tue, 29 Oct 2024 15:59:06 +0000 https://asiacommune.org/?p=8075 अमन के हम रखवाले सब एक हैं एक हैं हम जुल्म से लड़ने वाले सब एक है एक है हम कोरिया में हम हैं हिंदुस्तान…

The post अमन के हम रखवाले सब एक हैं: इप्टा appeared first on Asia Commune.

]]>
अमन के हम रखवाले सब एक हैं एक हैं

हम जुल्म से लड़ने वाले सब एक है एक है

हम कोरिया में हम हैं हिंदुस्तान में

हम रूस में हैं चीन में जापान में

हम अफ्रीका में हम है पाकिस्तान में

हम दुनिया के हर सच्चे इंसान में

हम क्या गोरे क्या काले, सब एक हैं एक हैं

जुल्म से लड़नेवाले, सब एक हैं एक हैं

हम अजंता और ताज के फनकार हैं

हम पेरिस, व्हेनिस, रोम के शृंगार हैं

हम चलती-फिरती सडकों की रफ़्तार हैं

हम हँसते गाते कारखानों के गीत हैं

हम जीवन के उजियारे, सब एक हैं एक हैं

जुल्म से लड़नेवाले, सब एक हैं एक हैं

हम बच्चों की मुस्कान बेचते नहीं

माँओं  के अरमान बेचते नहीं

इस एटम और दौलत के बाजार में

हम इंसानों की जान बेचते नहीं

आजादी के रखवाले, सब एक हैं एक हैं

जुल्म से लड़नेवाले सब एक हैं एक हैं

इन बस्तियों को जगमगाना है सदा

इन खेतियों को लहलहाना है सदा

उठाओ साज गीत गाओ अमन के

कि जिंदगी के गीत गाने हैं सदा

हम मौत पे हँसने वाले सब एक हैं एक हैं

जुल्म से लड़नेवाले  सब एक हैं एक हैं 

– इप्टा

Loading

The post अमन के हम रखवाले सब एक हैं: इप्टा appeared first on Asia Commune.

]]>
8075
மனிதம் என்ற உண்மை ஓங்கி ஒலிக்கட்டும்…..! https://asiacommune.org/2023/11/22/%e0%ae%ae%e0%ae%a9%e0%ae%bf%e0%ae%a4%e0%ae%ae%e0%af%8d-%e0%ae%8e%e0%ae%a9%e0%af%8d%e0%ae%b1-%e0%ae%89%e0%ae%a3%e0%af%8d%e0%ae%ae%e0%af%88-%e0%ae%93%e0%ae%99%e0%af%8d%e0%ae%95%e0%ae%bf-%e0%ae%92/ Wed, 22 Nov 2023 23:17:18 +0000 https://asiacommune.org/?p=6499 By R.Sevvilam Parithi  *NO..NO..TO…WAR*!       *மனிதம் என்ற உண்மை ஓங்கி ஒலிக்கட்டும்…..!*        [ 15/10, 5:37 pm]            THARUGANAN.     …

The post மனிதம் என்ற உண்மை ஓங்கி ஒலிக்கட்டும்…..! appeared first on Asia Commune.

]]>
By R.Sevvilam Parithi 

*NO..NO..TO…WAR*!  

    *மனிதம் என்ற உண்மை ஓங்கி ஒலிக்கட்டும்…..!*

       [ 15/10, 5:37 pm]    

       THARUGANAN.   

      தறுகணன் 

      ஈரோடு! 

*புனித நூல்களெல்லாம் வெட்கப்பட்டன…

தனது பெயரால் நடக்கும் போரில்

தன் அன்புக்குரிய குழந்தையின் அவலக்குரல் கேட்டு…!

உங்களுக்கு எண்ணெய் பெரிது

தங்கம் பெரிது

மதம் பெரிது

அணு ஆயுதம் பெரிது

அவளுக்கு கிழிந்தாலும் எரிந்தாலும்

அவள் பாடசாலை கொண்டுபோகும் அந்தப்புத்தகம் தான் பெரிது…!

மதமே..மதமே..

உனக்கு மதம்தான்

பிடித்தது 

போலும்..! 

மதத்திற்கு..

மனுசன் தேவை.!! 

மனுசனுக்கு

மதம் ஏன்தேவை..!?

        அல்லாவும்…

             இயேசுவும்…

                   சிவனும்….

எவனும்… 

சர்வதேச 

ராணுவதளவாட…. உற்பத்தியாளர்களின்.. நண்பர்களே.!

   அவர்களின்

முரண்பாட்டு ..

கார்ப்பரேட் காரர்களின்..  சில்லரை வியாபார கூட்டாளிகளாக… வளருகிற.. 

வளர்ந்த நாடுகளின்

பிரதமர்களும்..

ஜனாதிபதிகளும்.. 

மக்களைக்காட்டிக்

கொடுக்கும்..

யுத்த பலிக்கு..

புத்தனோ.. 

காந்தீயோ..

மார்டின் லூதர் கிங்கோ….

ஜான் எப் கென்னடியோ….

ஆபிரஹாம் லிங்கனோ…. யாருமே

மிஞ்சவில்லை; 

அப்புறம்-

பிஞ்சுக்

குழந்தையும்.. 

அவள் மார்போடு

அணைத்துக்

கொண்ட

புத்தகம் 

மட்டும்.. 

எப்படியடா… காப்பாற்றப்படும்.!?

   மதப்பிரிவினை வாதம்.. மதம் கொண்டவனுக்கு மட்டூமே.!!

 மதம் கொண்டவனே…

         மதம்     

         பிடித்தவனானான்.!!?

மதம் பிடித்தால்தான்.. 

பிரதமர் வேட்பாளனாய்.. மதம் பிடித்தவன்..  மான்கிபாத்திலும் வருவான்!? 

இந்தியாவில் மட்டுமல்ல; உலக நாடுகள்.

அமெரிக்கா..

ரஷ்யா..

ஆஸ்திரேலியா..

கனடா..

பிரேசில்..

அர்ஜெண்டைனா..

ஆப்பிரிக்கா.. 

ஐரோப்பா 

கண்டத்தின்

 அனைத்து

நாட்டுத் 

தலைவனுமே.. மதம் அடையாளம் கொண்ட 

கார்ப்பரேட்களின்

கைப்பாவை..

மகா நடிகர்களே..!!  இல்லையென்றால்..

இந்தப்

பிஞ்சுக்குழந்தை..

குண்டுச்சிதறலில்

மண்டை 

தெறிக்க.. 

உயிரைக்

கையில்

பிடித்துக்

கொண்டு…

ஏன் ஓடுகிறாள்.!?

எந்தக்கடவுளை

எங்கே போய்த் தேடினாலோ..!? 

பாவம்..

கார்ப்பரேட்டுகளின் உள்முரண்பாடு.. 

உலகயுத்தம்..! 

குண்டுச்சத்தம்.! 

      **சதியில்.. 

      எல்லாமதமும்

      சம்மதமே..!!**

குண்டுபோட்டு

கொல்கிறான்.! எவன்போட்டாலும் குற்றமே.!! 

    சாவைத்தடுக்க

    யுத்தம்

    நிறுத்து..!! 

    CEASE FIRE…!

    குரல் கொடு.! 

உலகத்தாய்மார்கள்… நெஞ்சு பதைக்கக் சாவுமுனைகளில் நின்று கதறினார்கள்..!? 

       #யுத்தம் #வேண்டாம்.!?

        எந்தக்கடவுளும்

கேட்கவில்லை.!? 

     சொந்தக்கடவுளும்.. கூட

கை கொடுக்கவில்லை..!?

       ஆட்சியில்…..

ஒரு லட்சரூபாய்க்கு

       ஒருநேரத்திற்கு…

ஜப்பான் 

       காளான்உணவு சாப்பாட்டை..

       20 லட்ச ரூபாய் தினசரிகோட்டு

       மாட்டிக்கொண்டு.. 

ஐ.நா.சபையில்.. 

     நெட்டை நெடுமரமாகச்

சொன்னான்.. 

     குழந்தைகள் யுத்த வெறிக் குண்டுகளால்..

     கொல்வதை .. பெட்டைத்தனமாய்..

     வேடிக்கை பார்ப்போம்.! 

நாங்கள்.. *யுத்தம்

     வேண்டாம்.!?** வாக்கெடூப்பில்.. 

     நடுநிலை வகிப்போம்.!? 

உலகில்… 

      புத்தனையும்.. காந்தியையும் ..

     கொன்றவர்கள்…! சரியாகவே… இந்தியா..

     முதன்முறையாக.. தான்ஒரு இந்துத்துவா

     மததுவேச மிருகங்களின் கையால் 

     ஆளப்படுகிற இந்து மதவெறியனின்

      நாடு..என்று  கோழைத்தனமாய்

     அறிவீத்து..

அசிங்கப்பட்டதைக்

    கண்டூ… உலகமே… அதிர்ந்து போனது..!! 

     அதற்குள்..

பாலஸ்தீன குழந்தைகளும்

     தாய்மார்களும்…

 பல்லாயிரம் பேர்

    கொத்துக்கொத்தாக.. குண்டுவீச்சுகளில்..

     கரிக்கட்டைகளாய் செத்தேபோனார்கள்.!?  அந்த சாவுநேரத்தில் 

     பக்த கோடிகளைக் காப்பாற்ற

     வக்கனையேயற்ற..

எல்லாக்கடவுளரும்..

     எங்கே.. எந்தத். திருவிழாவுக்குப்

    போனார்களோ..!?

எந்தபக்தனை…

      காப்பாற்ற.. என்ன

அருள்பாலித்தார்களோ!?

     அவ்வளவும்..

செத்தபிறகும்…

    பகுத்தறிவற்ற

நம்பிக்கை..

     நம்பிக்கையோடு சொன்னது.. 

      கடவுளைக்காப்பாற்ற..

மானுடம்தான்    

   சண்டையிட்டுக் கொள்ளவேண்டும்.! 

      இது சர்வதேச ராணுவ தளவாட கார்ப்பரேட்

       ஏகாதிபத்தியம்..  செய்த சதி..!

        எல்லாக்கடவுளும்..

அவர்களுக்கு 

      அடியாட்களே..! அப்புறம் 

       இதில்.. மதப்பிரிவினைவாதிகளே.  

     அரசுஅதிகாரத்தில்..!!?  கொலை பாதகர்கள்

      யாரென்று தெரிகின்றதா.!? 

*STOP WAR AGAINST PEOPLE.!

*DECLARE CEASE FIRE IN PALESTINIAN LAND..!!

*STOP KILLING CHILDREN.. in Palestine. Land..!

Free Palestine…!! இரா.செவ்விளம் பரிதி வழக்கறிஞர். 

ஈரோடு தமிழ்நாடு.

இந்தியா. 

 *மதம் மக்களுக்கு அபினி*

    -காரல் மார்க்ஸ் 

No To war..!

No To Religious divisive.   

                            Politics..! 

No. To Arms race.

ABOLISH…

MILITARY EXPENDITURES.! 

No To Arms and Arsenals Production.! 

    *Religion is the most cruelist form of Spiritualism..!!* 

         V.I.LENIN.

Please.. make this circulated to your facebook..friends in support of our wishes ..

   **#STOP #KILLING..

                         #Children..!!**

    **#Declare #Immediate.  

                         #Cease #fire..!!**

R.Sevvilam Parithi 

Advocate.

Tamilnadu. 

19.11. 2023

Loading

The post மனிதம் என்ற உண்மை ஓங்கி ஒலிக்கட்டும்…..! appeared first on Asia Commune.

]]>
6499
ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ। https://asiacommune.org/2023/11/21/%e0%ac%8f%e0%ac%a8%e0%ad%8d%e0%ac%86%e0%ac%b0%e0%ac%87%e0%ac%9c%e0%ac%bf%e0%ac%8f-%e0%ac%b6%e0%ad%8d%e0%ac%b0%e0%ac%ae%e0%ac%bf%e0%ac%95%e0%ac%99%e0%ad%8d%e0%ac%95%e0%ad%81-%e0%ac%ac%e0%ac%be%e0%ac%b0/ Tue, 21 Nov 2023 22:42:40 +0000 https://asiacommune.org/?p=6487 ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ। ଭୁଵନେଶ୍ଵର: ତା୧୭/୧୧/୨୦୨୩ରିଖ:  ଆଜି ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ…

The post ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ। appeared first on Asia Commune.

]]>
ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ।

ଭୁଵନେଶ୍ଵର: ତା୧୭/୧୧/୨୦୨୩ରିଖ: 

ଆଜି ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘର ରାଜ୍ଯ କମିଟି ଵୈଠକ ଏଆଇଟିୟୁସି  ରାଜ୍ଯ କାର୍ଯ୍ଯାଳୟରେ ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ବନ୍ଧୁଆ ଶ୍ରମିକ ଓ ଦାଦନ ଶ୍ରମିକ ଭଳି କୁତ୍ସିତ ଶ୍ରମିକ ଶୋଷଣ ଉପରେ ଲଗାମ ଲଗାଇବା, ମଣିଷକୁ ଵେରୋଜଗାରୀ ରଖି ମେସିନ କୁ କାମରେ ଲଗାଇ ଅଫିସର ମାନଙ୍କ ହାତ ଚିକ୍କଣ ବନ୍ଦ କରିଵା ପାଇଁ ଏନ୍ଆରଇଜିଏ ଜଵ୍ କାର୍ଡଧାରୀ ଶ୍ରମିକଙ୍କୁ ବାର୍ଷିକ ୨୪୦ଦିନ କାମର ଗ୍ୟାରେଣ୍ଟି, ନହେଲେ ଵେରୋଜଗାରୀ ଭତ୍ତା ପ୍ରଦାନ,ଏନ୍ଆରଇଜିଏ ଶ୍ରମିକଙ୍କୁ ଦୈନିକ ଟ୨୨୬/- ମଜୁରୀ ପରିଵର୍ତ୍ତେ ଟ୭୫୦/- ସର୍ଵନିମ୍ନ ମଜୁରୀ ପ୍ରଦାନ, ଏହି ଶ୍ରମିକଙ୍କ ସାମାଜିକ ନିରାପତ୍ତା ପାଇଁ ଏନ୍ଆରଇଜିଏ ଶ୍ରମିକ ପରିଵାରର ଚିକିତ୍ସା, ଛାତ୍ର ବୃତ୍ତି, ଶ୍ରମିକ କନ୍ୟା ଵିଵାହ ସହାୟତା ରାଶି,ଏନ୍ଆରଇଜିଏ ଶ୍ରମିକ ଗୃହ ନିର୍ମାଣ, ଵାର୍ଦ୍ଧକ୍ଯରେ ମାସିକ ଭତ୍ତା, ମୃତ୍ୟୁ ହେଲେ ପରିବାରକୁ କ୍ଷତି ପୂରଣ ରାଶି ଇତ୍ଯାଦି ପାଇଁ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ମଙ୍ଗଳ ବୋର୍ଡ ଗଠନ କରାଯିଵା, କେନ୍ଦ୍ରୀୟ ବଜେଟରେ ଏନ୍ଆରଇଜିଏ  ପାଇଁ ଵାର୍ଷିକ ଅନ୍ଯୁନ ୨ଲକ୍ଷ କୋଟି ଟଙ୍କାର ଵ୍ଯୟ ବରାଦ ଇତ୍ଯାଦି ଦାଵି ନେଇ ପଲ୍ଲିରୁ ଦିଲ୍ଲୀ ପର୍ଯ୍ଯନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନର ଆହ୍ଵାନ ଦିଆଗଲା। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭୁଵନେଶ୍ଵର ଠାରେ ନଭେମ୍ଵର ୨୬,୨୭ ଓ ୨୮ ତିନି ଦିନ ଧରି ମହା ଧାରଣାରେ ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟାରେ ଯୋଗ ଦାନ, ପୁଣି ଏଆଇଟିୟୁସି ଆହ୍ଵାନରେ ରାଜ୍ଯର ଵନ୍ଦ କଳ କାରଖାନା ଖୋଲିବା, ଏନ୍ଆରଇଜିଏ ଉକ୍ତ ଦାଵି ନେଇ ୧୬ଡିସେମ୍ଵର ସମଗ୍ର ରାଜ୍ଯର ପ୍ରତ୍ୟେକ ଵ୍ଲକରୁ ହଜାର ହଜାର ଶ୍ରମିକ ଯୋଗଦେବେ।ଏହି ସମାବେଶରେ ଏଆଇଟିୟୁସି ସର୍ଵଭାରତୀୟ ସଭାପତି କମ୍ରେଡ୍ ରମଏନ୍ଦ୍ର କୁମାର, ସାଧାରଣ ସମ୍ପାଦକ କମ୍ରେଡ୍ ଅମରଜିତ୍ କାଉର, କାର୍ଯ୍ଯକାରୀ ସଭାପତି ତଥା ସାଂସଦ କମ୍ରେଡ୍ ବିନୟ ବିଶ୍ଵମଙ୍କ ସମେତ ଜାତୀୟ ଓ ରାଜ୍ଯ ନେତୃତ୍ଵ ଉଦଵୋଧନ ଦେବେ, ଶ୍ରମ, ଶିଳ୍ପ, ପଞ୍ଚାୟତରାଜ, ଶିକ୍ଷା, ସ୍ବାସ୍ଥ୍ଯ ଓ ମହିଳା ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଓ ସଚଈଵମଆନଙ୍କଠଆରଏ ଦାଵି ପତ୍ର ଉପସ୍ଥାପିତ ହେବ। ଏହା ପରେ ଗ୍ରାମ ପଞ୍ଚାୟତ, ବ୍ଲକ,ଜିଲ୍ଲା ଓ ରାଜ୍ଯ ସ୍ତରରେ ପର୍ଯ୍ଯାୟରେ ଏନ୍ଆରଇଜିଏ ଶ୍ରମିକ ଆନ୍ଦୋଳନ କରାଯିବ ଵୋଲି ସର୍ଵ ସମ୍ମତ ନିଷ୍ପତ୍ତି ହୋଇ ଅଛି। ଏହି ଵୈଠକ ପ୍ରାରମ୍ଭରେ ସଂଘ ସାଧାରଣ ସମ୍ପାଦକ ସୋମନାଥ ଗିରି ଵିଵରଣୀ ଉପସ୍ଥାପନ କରିଥିଲେ। ଏଥିରେ ଏଆଇଟିୟୁସି ର ରାଜ୍ଯ ସାଧାରଣ ସମ୍ପାଦକ କମ୍ରେଡ୍ ଵିଜୟ ଜେନା ସରକାରଙ୍କ ସର୍ଵନିମ୍ନ ମଜୁରୀ ସଂଶୋଧନ ନକରିବା ଘଟଣାରେ ଉଦଵେଗର ପ୍ରକାଶ କରିଥିଲେ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଵିଦ୍ଯାଧର ମହାନ୍ତ, ସୁର ଜେନା, ସେକ୍ ଆମଜଦ ଅଲ୍ଲୀ, ଉତ୍ତମ ମଲ୍ଲିକ, ନରସିଂହ ମାଲଵିଶୋଇ, ଜଗବନ୍ଧୁ ବେହେରା, ପାଣ୍ଡବ ଭୋଇ, ବଂଶୀଧର ପଧାନୀ, ହରି ହର ମହାନ୍ତି, ବିନ୍ଦୁସାଗର ଓଝା, ଇତି ମାନସିଂହ, ଅଳକ ନାଥ ମିଶ୍ର, ହୃଷୀକେଶ ପଣ୍ଡା, ଉଗ୍ରସେନ ଦାସ, କରୁଣାକର ମହାରଣା, ଗଗନ ଜେନା ପ୍ରମୁଖ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

Loading

The post ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ। appeared first on Asia Commune.

]]>
6487
इंतिफादा – अंतर्राष्ट्रीय सम्मेलन का वैश्वीकरण करें https://asiacommune.org/2023/11/16/%e0%a4%87%e0%a4%82%e0%a4%a4%e0%a4%bf%e0%a4%ab%e0%a4%be%e0%a4%a6%e0%a4%be-%e0%a4%85%e0%a4%82%e0%a4%a4%e0%a4%b0%e0%a5%8d%e0%a4%b0%e0%a4%be%e0%a4%b7%e0%a5%8d%e0%a4%9f%e0%a5%8d%e0%a4%b0%e0%a5%80/ Thu, 16 Nov 2023 22:12:01 +0000 https://asiacommune.org/?p=6414 26 नवंबर, 2023 को, ऑनलाइन अंतर्राष्ट्रीय सम्मेलन “इंतिफादा का वैश्वीकरण” तीसरे फिलिस्तीनी इंतिफादा का समर्थन करने और फिलिस्तीनी लोगों के संघर्ष का समर्थन करने के…

The post इंतिफादा – अंतर्राष्ट्रीय सम्मेलन का वैश्वीकरण करें appeared first on Asia Commune.

]]>

26 नवंबर, 2023 को, ऑनलाइन अंतर्राष्ट्रीय सम्मेलन “इंतिफादा का वैश्वीकरण” तीसरे फिलिस्तीनी इंतिफादा का समर्थन करने और फिलिस्तीनी लोगों के संघर्ष का समर्थन करने के उद्देश्य से आयोजित किया गया है, जो इजरायल के नाजी राज्य के खिलाफ राष्ट्रीय मुक्ति युद्ध का नेतृत्व कर रहे हैं, और उसकी कब्जे वाली सेना। दुनिया भर में एशिया कम्यून और मार्क्स इंटरनेशनल के कार्यकर्ता इस संयुक्त कार्य को मैक्सिको, कनाडा और संयुक्त राज्य अमेरिका से लेकर कोलंबिया, इक्वाडोर, पनामा से होते हुए श्रीलंका, हांगकांग और चीन, यूरोप और संयुक्त राज्य अमेरिका से होते हुए अंजाम दे रहे हैं। दुनिया भर में बड़े पैमाने पर हो रही लामबंदी के बीच इंतिफादा का वैश्वीकरण हो रहा है, और इजरायली और साम्राज्यवादी सैनिकों का मुकाबला किया जा रहा है।

हजारों कार्यकर्ताओं ने पूंजीवादी सरकारों का मुकाबला करते हुए, दुनिया भर में फिलिस्तीन के लिए लड़ाई और लामबंदी की है। प्रोग्रेसिव इंटरनेशनल द्वारा निर्देशित बुर्जुआ और सुधारवादी वामपंथी संयुक्त राष्ट्र की नीति को अपनाते हुए “शांति” और युद्धविराम की झूठी मांग करते हैं। हमें उस चीज़ को बढ़ावा देने की ज़रूरत है जिसकी दुनिया भर के हजारों कार्यकर्ता वास्तव में मांग कर रहे हैं: फिलिस्तीनी मिलिशिया की सैन्य जीत, इज़राइल राज्य का विनाश, और फिलिस्तीनी लोगों की निश्चित मुक्ति, जो लड़ाई में एक महान योगदान देगी। उनकी राष्ट्रीय मुक्ति. सारी दुनिया के लोग.

अंतर्राष्ट्रीय सम्मेलन में शामिल होने के लिए यहां क्लिक करें! हमें फ़ॉर्म में एक संदेश छोड़ें

Loading

The post इंतिफादा – अंतर्राष्ट्रीय सम्मेलन का वैश्वीकरण करें appeared first on Asia Commune.

]]>
6414
இணையதள சர்வதேச மாநாடு. நவம்பர் 26 (Globalize Intifada) https://asiacommune.org/2023/11/15/%e0%ae%87%e0%ae%a3%e0%af%88%e0%ae%af%e0%ae%a4%e0%ae%b3-%e0%ae%9a%e0%ae%b0%e0%af%8d%e0%ae%b5%e0%ae%a4%e0%af%87%e0%ae%9a-%e0%ae%ae%e0%ae%be%e0%ae%a8%e0%ae%be%e0%ae%9f%e0%af%81-%e0%ae%a8%e0%ae%b5/ Wed, 15 Nov 2023 21:46:57 +0000 https://asiacommune.org/?p=6399 இணையதள சர்வதேச மாநாடு. நவம்பர் 26 நதி முதல் கடல் வரை பாலஸ்தீனத்தை விடுதலை செய்.  பாலஸ்தீனப் போராளிகளின் 3வது  இன்ரிவடாவின் வெற்றிக்காக   இன்ரிவடாவை உலகமயப்படுத்து.  நவம்பர் 26, 2023 அன்று, 3…

The post இணையதள சர்வதேச மாநாடு. நவம்பர் 26 (Globalize Intifada) appeared first on Asia Commune.

]]>
இணையதள சர்வதேச மாநாடு. நவம்பர் 26

நவம்பர் 26, 2023 அன்று, 3 வது பாலஸ்தீனிய இன்டிஃபாடாவை ஆதரிப்பது மற்றும் நாஜி நாடான இஸ்ரேலுக்கு எதிரான தேசிய விடுதலைப் போரை வழிநடத்தும் பாலஸ்தீனிய மக்களின் போராட்டத்தை ஆதரிக்கும் நோக்கத்துடன் “இன்டிபாடாவை உலகமயமாக்குதல்” என்ற ஆன்லைன் சர்வதேச மாநாடு கூட்டப்பட்டது. அவரது ஆக்கிரமிப்பு இராணுவம். உலகெங்கிலும் உள்ள ஆசிய கம்யூன் மற்றும் மார்க்ஸ் இன்டர்நேஷனல் ஆர்வலர்கள் மெக்சிகோ, கனடா மற்றும் அமெரிக்காவிலிருந்து கொலம்பியா, ஈக்வடார், பனாமா வழியாக இலங்கை, ஹாங்காங் மற்றும் சீனா, ஐரோப்பா மற்றும் அமெரிக்கா வழியாக இந்தக் கூட்டுப் பணியை மேற்கொண்டு வருகின்றனர். உலகம் முழுவதிலும் இன்டிபாடாவை உலகமயமாக்கி வரும் பாரிய அணிதிரட்டல்களுக்கு மத்தியில், இஸ்ரேலிய மற்றும் ஏகாதிபத்திய துருப்புக்களை எதிர்கொள்கிறது.

ஆயிரக்கணக்கான ஆர்வலர்கள் உலகெங்கிலும் பாலஸ்தீனத்திற்கான போராட்டத்தையும் அணிதிரட்டலையும் முதலாளித்துவ அரசாங்கங்களை எதிர்கொண்டுள்ளனர். முற்போக்கு சர்வதேசத்தால் வழிநடத்தப்படும் முதலாளித்துவ மற்றும் சீர்திருத்தவாத இடதுசாரிகள் “அமைதி” மற்றும் போர்நிறுத்தத்திற்கான தவறான அழைப்புகளை ஐ.நாவின் கொள்கையை எடுத்துக்கொள்கிறார்கள். உலகெங்கிலும் உள்ள ஆயிரக்கணக்கான ஆர்வலர்கள் உண்மையில் கோருவதை நாம் ஊக்குவிக்க வேண்டும்: பாலஸ்தீனிய போராளிகளின் இராணுவ வெற்றி, இஸ்ரேல் அரசின் அழிவு மற்றும் பாலஸ்தீனிய மக்களின் உறுதியான விடுதலை, இது போராட்டத்திற்கு பெரும் பங்களிப்பை வழங்கும். அவர்களின் தேசிய விடுதலை. முழு உலக மக்கள்.

சர்வதேச மாநாட்டில் சேர இங்கே கிளிக் செய்யவும்! படிவத்தில் எங்களுக்கு ஒரு செய்தியை அனுப்பவும்

Loading

The post இணையதள சர்வதேச மாநாடு. நவம்பர் 26 (Globalize Intifada) appeared first on Asia Commune.

]]>
6399
‘ନିର୍ବାଚନ ବେଳେ ଅରିଜିନାଲ ଶୋ ଆସିବ’ https://asiacommune.org/2023/11/12/%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%ac%e0%ad%87%e0%ac%b3%e0%ad%87-%e0%ac%85%e0%ac%b0%e0%ac%bf%e0%ac%9c%e0%ac%bf%e0%ac%a8%e0%ac%be%e0%ac%b2-%e0%ac%b6/ Sun, 12 Nov 2023 23:21:42 +0000 https://asiacommune.org/?p=6393 ‘ଏ ଟ୍ରେଲର ଶୋ…ନିର୍ବାଚନ ବେଳେ ଅରିଜିନାଲ ଶୋ ଆସିବ ।’ଚିଟ୍ ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ବଲାଙ୍ଗିରରେ ଗଣସତ୍ୟାଗ୍ରହ । https://www.facebook.com/watch/?v=186301544533109&extid=CL-UNK-UNK-UNK-AN_GK0T-GK1C&ref=sharing

The post ‘ନିର୍ବାଚନ ବେଳେ ଅରିଜିନାଲ ଶୋ ଆସିବ’ appeared first on Asia Commune.

]]>
‘ଏ ଟ୍ରେଲର ଶୋ…ନିର୍ବାଚନ ବେଳେ ଅରିଜିନାଲ ଶୋ ଆସିବ ।’ଚିଟ୍ ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ବଲାଙ୍ଗିରରେ ଗଣସତ୍ୟାଗ୍ରହ ।

https://www.facebook.com/watch/?v=186301544533109&extid=CL-UNK-UNK-UNK-AN_GK0T-GK1C&ref=sharing

Loading

The post ‘ନିର୍ବାଚନ ବେଳେ ଅରିଜିନାଲ ଶୋ ଆସିବ’ appeared first on Asia Commune.

]]>
6393
ରାଜରାସ୍ତାରେ ଗର୍ଜିଲେ ଚିଟଫଣ୍ଡ ଜମାକାରୀ https://asiacommune.org/2023/11/12/%e0%ac%b0%e0%ac%be%e0%ac%9c%e0%ac%b0%e0%ac%be%e0%ac%b8%e0%ad%8d%e0%ac%a4%e0%ac%be%e0%ac%b0%e0%ad%87-%e0%ac%97%e0%ac%b0%e0%ad%8d%e0%ac%9c%e0%ac%bf%e0%ac%b2%e0%ad%87-%e0%ac%9a%e0%ac%bf%e0%ac%9f%e0%ac%ab/ Sun, 12 Nov 2023 22:59:02 +0000 https://asiacommune.org/?p=6387 From Jayantha Das

The post ରାଜରାସ୍ତାରେ ଗର୍ଜିଲେ ଚିଟଫଣ୍ଡ ଜମାକାରୀ appeared first on Asia Commune.

]]>
From Jayantha Das

Loading

The post ରାଜରାସ୍ତାରେ ଗର୍ଜିଲେ ଚିଟଫଣ୍ଡ ଜମାକାରୀ appeared first on Asia Commune.

]]>
6387