Hindi – Asia Commune https://asiacommune.org Equality & Solidarity Thu, 07 May 2026 15:56:35 +0000 en-US hourly 1 https://wordpress.org/?v=7.0 https://asiacommune.org/wp-content/uploads/2025/08/cropped-you-tube-32x32.jpg Hindi – Asia Commune https://asiacommune.org 32 32 ବିଶ୍ଵର ମହାନ ବିପ୍ଳବୀ ଚିନ୍ତା ନାୟକ ଓ ଦାର୍ଶନିକ କମ୍ରେଡ୍ କାର୍ଲ ମାର୍କ୍ସଙ୍କ ୨୦୮ତମ ଜୟନ୍ତୀ ଅବସରରେ ବୈପ୍ଳବିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ। https://asiacommune.org/2026/05/07/%e0%ac%ac%e0%ac%bf%e0%ac%b6%e0%ad%8d%e0%ac%b5%e0%ac%b0-%e0%ac%ae%e0%ac%b9%e0%ac%be%e0%ac%a8-%e0%ac%ac%e0%ac%bf%e0%ac%aa%e0%ad%8d%e0%ac%b3%e0%ac%ac%e0%ad%80-%e0%ac%9a%e0%ac%bf%e0%ac%a8%e0%ad%8d/ Thu, 07 May 2026 15:56:31 +0000 https://asiacommune.org/?p=11879    

କମ୍ରେଡ୍ କାର୍ଲ ମାର୍କ୍ସ ଏମିତି ଜଣେ ମହାନ ଦାର୍ଶନିକ ଥିଲେ, ଯାହାଙ୍କ ଚିନ୍ତାଧାରା କେବଳ ଦାର୍ଶନିକତାର ଦିଗକୁ ପରିବର୍ତ୍ତନ କରିନଥିଲା, ବରଂ ସମଗ୍ର ପୃଥିବୀର ସାମାଜିକ-ରାଜନୈତିକ ଇତିହାସକୁ ପ୍ରଭାବିତ କରିଥିଲା। ତାଙ୍କ ଦାର୍ଶନିକ ଚିନ୍ତାଧାରାକୁ “ମାର୍କ୍ସବାଦ” ବୋଲି କୁହାଯାଏ, ଯାହା ଆଜି ମଧ୍ୟ ସାହିତ୍ୟ, ସମାଜଶାସ୍ତ୍ର ଏବଂ ଅର୍ଥଶାସ୍ତ୍ରର ସମାଲୋଚନାତ୍ମକ ଅଧ୍ୟୟନ ପାଇଁ ସବୁଠାରୁ ସଠିକ ବୈଜ୍ଞାନିକ ମାନଦଣ୍ଡ ଭାବେ ଗଣ୍ୟ ହୁଏ।

ଏହି ଅବସରରେ ତାଙ୍କର ବିଚାରଧାରାର ଘନିଷ୍ଠ ସାଥୀ ଓ ସହଚିନ୍ତକ କମ୍ରେଡ୍ ଫ୍ରେଡ୍ରିକ ଏଙ୍ଗେଲସ ଏବଂ କାର୍ଲ ମାର୍କସଙ୍କ ସ୍ତ୍ରୀ ଜେନିଙ୍କ ନାମ ଉଲ୍ଲେଖ କରିବା ମଧ୍ୟ ଉଚିତ, ଯାହାଙ୍କ ସହଯୋଗରେ ସେ ବିଶ୍ୱସ୍ତରୀୟ ସାହିତ୍ୟ ସୃଷ୍ଟି କରିପାରିଥିଲେ।

ମାର୍କ୍ସଙ୍କ ଏହି ପ୍ରସିଦ୍ଧ କଥନ ଆଜି ମଧ୍ୟ ପ୍ରତ୍ୟେକ ମାନବୀୟ କାର୍ଯ୍ୟକୁ ପଥପ୍ରଦର୍ଶନ କରେ:

“ଦାର୍ଶନିକମାନେ ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକାରରେ ପୃଥିବୀକୁ ବ୍ୟାଖ୍ୟା କରିଛନ୍ତି; କିନ୍ତୁ ମୂଳ କାମ ହେଉଛି ଏହାକୁ ପରିବର୍ତ୍ତନ କରିବା।”

       କାର୍ଲ ମାର୍କ୍ସଙ୍କ ପିତା ଜଣେ ଆଇନଜୀବୀ ଥିଲେ ଏବଂ ସେ ଚାହୁଁଥିଲେ ଯେ ତାଙ୍କ ପୁଅ ମଧ୍ୟ ଆଇନ ପଢ଼ୁନ୍ତୁ। ଏହି ଉଦ୍ଦେଶ୍ୟରେ ମାର୍କ୍ସଙ୍କୁ ବନ୍ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଶୀଘ୍ର ତାଙ୍କ ଜିଜ୍ଞାସୁ ମନ ସେଠାରେ ତାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ସେ ତାଙ୍କ ପିତାଙ୍କୁ ଚିଠି ଲେଖି ବର୍ଲିନ ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ଅନୁରୋଧ କଲେ, କାରଣ ସେ ଭାବିଲେ ଯେ ଜୀବନ ଓ ସମାଜ ସମ୍ବନ୍ଧୀୟ ମୂଳ ପ୍ରଶ୍ନର ଉତ୍ତର କେବଳ ଦାର୍ଶନିକତାର ଗଭୀର ଅଧ୍ୟୟନରେ ମିଳିପାରିବ। ସେ ଜୋର ଦେଇ କହିଥିଲେ ଯେ ପ୍ରତ୍ୟେକ ଲୋକଙ୍କୁ ଯୁବାବସ୍ଥାରେ ଦାର୍ଶନିକତା ପଢ଼ିବା ଉଚିତ, ଯାହାଦ୍ୱାରା ସେ ଜୀବନ ପ୍ରତି ଏକ ତାର୍କିକ ଓ ବୈଜ୍ଞାନିକ ଭାବଧାରା ଗଢ଼ିପାରିବ।

     ବର୍ଲିନ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବା ସମୟରେ ସେଠାରେ ମହାନ ଦାର୍ଶନିକ ହେଗେଲଙ୍କ ଚିନ୍ତାଧାରାର ପ୍ରଭାବ ଥିଲା। ମାର୍କ୍ସ ଆରମ୍ଭରେ ‘ୟଙ୍ଗ ହେଗେଲିୟନ୍ସ’ ସଂଗଠନର ସଦସ୍ୟ ହେଲେ, କିନ୍ତୁ ତାଙ୍କ ବିଶିଷ୍ଟ ବୁଦ୍ଧି ଶୀଘ୍ର ହେଗେଲଙ୍କ ଦାର୍ଶନିକତାର ସୀମାକୁ ଚିହ୍ନଟ କରିଦେଲା। ହେଗେଲଙ୍କ ଦାର୍ଶନିକତା ‘ଆଦର୍ଶବାଦୀ ଦ୍ୱନ୍ଦ୍ୱାତ୍ମକତା’ ଉପରେ ଆଧାରିତ ଥିଲା, ଯେଉଁଥିରେ ଭାବନାର ନିରନ୍ତର ଦ୍ୱନ୍ଦ୍ୱ (ବାଦ, ପ୍ରତିବାଦ, ସମ୍ବାଦ)କୁ ଉନ୍ନତିର ଆଧାର ଭାଵେ ଗ୍ରହଣ କରାଯାଇଥିଲା। ମାର୍କ୍ସ ଏହାକୁ ଚ୍ୟାଲେଞ୍ଜ କରି ପ୍ରମାଣ କଲେ ଯେ ଭାବନା ଦ୍ରବ୍ୟରୁ ଉତ୍ପନ୍ନ ହୁଏ, ଦ୍ରବ୍ୟ ଭାବନାରୁ ନୁହେଁ।

   ଦାର୍ଶନିକତାରେ ବିପ୍ଳବ: ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦ:

ମାର୍କ୍ସ ତାଙ୍କ ପିଏଚଡି ‘ଏପିକ୍ୟୁରସଙ୍କ ଦାର୍ଶନିକତା’ ଉପରେ ସମାପ୍ତ କଲେ। ସେ ହେଗେଲଠାରୁ ‘ଦ୍ୱନ୍ଦ୍ୱାତ୍ମକ ପଦ୍ଧତି’ ଏବଂ ଲୁଡ଼ଭିଗ ଫାୟରବାଖଙ୍କ ଠାରୁ ‘ଵସ୍ତୁବାଦ’ ଗ୍ରହଣ କଲେ। ଏହାଙ୍କ ସମନ୍ୱୟରେ ସେ “ଦ୍ୱନ୍ଦ୍ୱାତ୍ମକ ଵସ୍ତୁବାଦ”ର ଭିତ୍ତି ରଖିଲେ। ସେ କହିଥିଲେ ଯେ ହେଗେଲଙ୍କ ଦାର୍ଶନିକତା ମୁଣ୍ଡ ଉପରେ ଦଉଡୁଥିଲା, ଯାହାକୁ ସେ ପାଦ ଉପରେ ଦଉଡାଇଦେଲେ। ତାଙ୍କ ମତାନୁସାରେ ଦ୍ରବ୍ୟ ପ୍ରାଥମିକ ଏବଂ ଭାବନା ଦ୍ୱିତୀୟ; ଦ୍ରବ୍ୟ ଭାବନାକୁ ଜନ୍ମ ଦେଇଥାଏ ଏବଂ ପରେ ସେହି ଭାବନା ଦ୍ୱନ୍ଦ୍ୱାତ୍ମକ ଭାବରେ ଭୌତିକ ଜଗତକୁ ପ୍ରଭାବିତ କରେ। ଏହି ଆଧାରରେ ସେ କହିଥିଲେ:

“ଏପର୍ଯ୍ୟନ୍ତର ସମସ୍ତ ସମାଜର ଇତିହାସ ବର୍ଗ ବା ଶ୍ରେଣୀ ସଂଘର୍ଷର ଇତିହାସ ଅଟେ।”

 ଅର୍ଥନୀତିରେ ନୂତନ ଦିଗ: ଅତିରିକ୍ତ ଶ୍ରମ ଓ ଅତିରିକ୍ତ ମୂଲ୍ୟ ସିଦ୍ଧାନ୍ତ:

    ମାର୍କ୍ସଙ୍କ ଦ୍ୱିତୀୟ ବଡ଼ ବିପ୍ଳବ ଅର୍ଥନୀତିରେ ଥିଲା। ତାଙ୍କ ପୂର୍ବରୁ ମୂଲ୍ୟ ସୃଷ୍ଟିରେ ଶ୍ରମର ଯଥାର୍ଥ ଭୂମିକାକୁ ବୈଜ୍ଞାନିକ ଗୁରୁତ୍ୱ ଦିଆଯାଇନଥିଲା। ମାର୍କ୍ସ ପ୍ରମାଣ କଲେ ଯେ ‘ମାନବ ଶ୍ରମଶକ୍ତି’ ହିଁ ଏକମାତ୍ର ‘ପରିବର୍ତ୍ତନଶୀଳ’ ସମ୍ପଦ ଯାହା ନିଜ ମୂଲ୍ୟଠାରୁ ଅଧିକ ମୂଲ୍ୟ ସୃଷ୍ଟି କରିପାରେ। କଞ୍ଚା ମାଲ, ଯନ୍ତ୍ର ଓ ଜମି ଅପରିବର୍ତ୍ତନଶୀଳ ଅଂଶ। ଏହିପରି ସେ “ଅତିରିକ୍ତ ଶ୍ରମ ଓ ଅତିରିକ୍ତ ମୂଲ୍ୟ ସିଦ୍ଧାନ୍ତ” ଦେଲେ। ଏହା ବୈଜ୍ଞାନିକ ଭାବରେ ବୁଝାଏ ଯେ କିପରି ପୁଞ୍ଜିପତିମାନେ ଶ୍ରମିକଙ୍କ ଶ୍ରମକୁ ଶୋଷଣ କରି ପୁଞ୍ଜି ଠୁଳ କରନ୍ତି, ଯେତେବେଳେ ଶ୍ରମଜୀବୀ ଶ୍ରେଣୀ ଶୋଷଣରେ ଗରିବ ହୋଇଯାଏ। ଏହି ଆବିଷ୍କାର ଅର୍ଥନୈତିକ ଚିନ୍ତାଧାରାକୁ ମୂଳରୁ ପରିବର୍ତ୍ତନ କରିଦେଲା।

    ବୈଜ୍ଞାନିକ ସାମ୍ୟବାଦ ଏବଂ ଭବିଷ୍ୟତ ସମାଜ:

ମାର୍କ୍ସ “ବୈଜ୍ଞାନିକ ସାମ୍ୟବାଦ” ର ଧାରଣା ପ୍ରସ୍ତୁତ କଲେ। ପୂର୍ବତନ ଚିନ୍ତକମାନେ କେବଳ ଆଦର୍ଶ ସମାଜ କଳ୍ପନା କରିଥିଲେ, କିନ୍ତୁ ମାର୍କ୍ସ ଏହାକୁ ଭୌତିକ ଓ ଅର୍ଥନୈତିକ ଆଧାରରେ ସ୍ଥାପିତ କଲେ। ସେ କହିଥିଲେ ଯେ ପୁଞ୍ଜିବାଦ ତାହାର ଚରମ ସ୍ଥିତିରେ ନିଜ ନାଶର ବୀଜ ବପନ କରିଦିଏ। ସେ ଏକ ବର୍ଗହୀନ ଓ ଶୋଷଣମୁକ୍ତ ସମାଜର କଳ୍ପନା କଲେ, ଯେଉଁଠାରେ ପ୍ରଯୁକ୍ତି ଅତ୍ୟାଧୁନିକ ହେବ ଏବଂ ଉତ୍ପାଦନ ପ୍ରଚୁର ହେବ।

ମାର୍କ୍ସଙ୍କ ଅନୁସାରେ ସାମ୍ୟବାଦୀ ସମାଜରେ ମଣିଷ କାମ କରିବାକୁ ବାଧ୍ୟ ହେବେ ନାହିଁ, ବରଂ ସେହି କାମ ତାଙ୍କ ପାଇଁ ସ୍ୱାଭାବିକ ଆବଶ୍ୟକତା ଓ ଆନନ୍ଦ ହେବ। ମଜଦୁରୀ ଦାସତ୍ୱର ଶେଷ ହେବ ଏବଂ ପ୍ରତ୍ୟେକଙ୍କୁ ନିଜର ସାଂସ୍କୃତିକ ଓ ବ୍ୟକ୍ତିଗତ ଉନ୍ନତି ପାଇଁ ପର୍ଯ୍ୟାପ୍ତ “ମୁକ୍ତ ସମୟ” ମିଳିବ। ସେଠାରେ ଏହି ସିଦ୍ଧାନ୍ତ ଚାଲିବ:

“ପ୍ରତ୍ୟେକଙ୍କୁ ତାଙ୍କ କ୍ଷମତା ଅନୁଯାୟୀ ଶ୍ରମ, ଏବଂ ପ୍ରତ୍ୟେକଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଫଳ।”

      ବର୍ତ୍ତମାନ ସମୟ ଏବଂ ମାର୍କ୍ସବାଦର ପ୍ରାସଙ୍ଗିକତା

ଆଜି ବିଶ୍ୱସ୍ତରରେ ପୁଞ୍ଜିବାଦୀ ସଂକଟ ଗଭୀର ହେଉଥିବା ସମୟରେ—ବେରୋଜଗାରୀ ବଢ଼ୁଛି, ଲୋକମାନଙ୍କର କ୍ରୟଶକ୍ତି କମୁଛି ଏବଂ ଅର୍ଥନୈତିକ ଅସମାନତା ବଢ଼ୁଛି—ମାର୍କ୍ସଙ୍କ ଚିନ୍ତାଧାରା ଅଧିକ ପ୍ରାସଙ୍ଗିକ ହେଉଛି। ସେ ସତର୍କ କରିଥିଲେ ଯେ ପୁଞ୍ଜିବାଦ ଲାଭ ପାଇଁ ଦେଶମାନଙ୍କୁ ଯୁଦ୍ଧ ମଧ୍ଯକୁ ଠେଲିଦିଏ। ତାଙ୍କ ମୁଖ୍ୟ କୃତିଗୁଡ଼ିକ ହେଲା — “Das Kapital” , 

  “The Communist Manifesto” , 

“The Poverty of Philosophy” , 

“Wage Labour and Capital” ସହିତ ତାଙ୍କର ଅନେକ ଲେଖା ଓ ପତ୍ର ଆଜି ମଧ୍ୟ ମାନବତା ପାଇଁ ପଥପ୍ରଦର୍ଶକ ଭାବେ ରହିଛି।

ମାର୍କ୍ସଙ୍କ ବିପ୍ଳବୀ ସ୍ଲୋଗାନ—“ସର୍ଵହରାଙ୍କ ପାଖରେ ହରାଇବାକୁ କିଛି ନାହିଁ, ପାଇବାକୁ ଅଛି ସମଗ୍ର ପୃଥିବୀ”—ଆଜି ମଧ୍ୟ ସମଗ୍ର ବିଶ୍ୱରେ ବେରୋଜଗାର ଓ ପରିତ୍ୟକ୍ତ ଯୁବମାନଙ୍କୁ ଏକତ୍ରିତ ହେବାକୁ ପ୍ରେରଣା ଦେଉଛି। ମାର୍କ୍ସ କେବଳ ଏକ ଦାର୍ଶନିକ ତତ୍ତ୍ଵ ଦେଇନଥିଲେ, ବରଂ ପୃଥିବୀକୁ ପରିବର୍ତ୍ତନ କରିବାକୁ ଏକ ଅଜୟ ବୈଜ୍ଞାନିକ ଓ ବୌଦ୍ଧିକ ଅସ୍ତ୍ର ଦେଇଥିଲେ। କମ୍ରେଡ୍ କାର୍ଲ ମାର୍କ୍ସ ଏମିତି ଜଣେ ମହାନ ଦାର୍ଶନିକ ଥିଲେ, ଯିଏ ପୃଥିବୀକୁ ବୈଜ୍ଞାନିକ ଭାବରେ ଅଧ୍ୟୟନ କରି ମାନବତାକୁ ଅନ୍ଧକାରରୁ ଆଲୋକ ଦିଗରେ ନେବାର ପଥ ପ୍ରଦର୍ଶନ କରିଥିଲେ।

      ତାଙ୍କର ଵସ୍ତୁବାଦୀ ବୈଜ୍ଞାନିକ ଦାର୍ଶନିକତାକୁ ଅଧ୍ୟୟନ ଓ ଆହରଣ କରି ଏବଂ ପ୍ରୟୋଗ କରି ସମାଜକୁ ଅଧିକ ଉନ୍ନତ ଓ ସମତାମୂଳକ ଦିଗକୁ ନେବା ପାଇଁ ଅବଦାନ ହିଁ ତାଙ୍କ ପ୍ରତି ପ୍ରକୃତ ଓ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

*ବିଶ୍ଵର ମହାନ ସମାଜ ବିଜ୍ଞାନ ଚିନ୍ତା ନାୟକ ଅଦ୍ଵିତୀୟ ଦାର୍ଶନିକ କାର୍ଲ ମାର୍କସ୍ ଜିନ୍ଦାବାଦ! 

*ମାର୍କସବାଦ ଜିନ୍ଦାବାଦ!

*ଦୁନିଆର ମଜଦୂର ଏକ ହୁଅ !

By JAYANTHA DAS(ODISHA-INDIA)

Loading

]]>
108 साल पहले हुई अक्टूबर क्रांतिअक्टूबर क्रांति दिवस को याद करो। https://asiacommune.org/2025/11/08/108-%e0%a4%b8%e0%a4%be%e0%a4%b2-%e0%a4%aa%e0%a4%b9%e0%a4%b2%e0%a5%87-%e0%a4%b9%e0%a5%81%e0%a4%88-%e0%a4%85%e0%a4%95%e0%a5%8d%e0%a4%9f%e0%a5%82%e0%a4%ac%e0%a4%b0-%e0%a4%95%e0%a5%8d%e0%a4%b0%e0%a4%be/ Sat, 08 Nov 2025 12:51:05 +0000 https://asiacommune.org/?p=11044 हम वर्तमान समय में ग्रेगोरियन कलेन्डर का उपयोग करते हैं। ग्रेगोरियन कैलेंडर के अनुसार, बोल्शेविकों ने 7 नवंबर, 1917 को सत्ता संभाली और दुनिया में पहली बार मजदूरों का राज स्थापित किया।उस समय रूस में जूलियन कैलेंडर का उपयोग किया जाता था। उसके अनुसार आज से 108 साल पहले  25 अक्टूबर 1917 को रूसी क्रांति हुई। इसलिए उसे अक्टूबर क्रांति के नाम से जाना जाता है। उसे बोल्शेविक क्रांति भी कहा जाता है।

अक्टूबर क्रांति द्वारा दुनिया में पहली बार  लुटेरों की राजसत्ता उखाड़ फेंकी गई। शासन मजदूर किसान और आम मेहनतकाशों के घर पहुंचा था। जार के राज के भूखे, नंगे देश को मजदूरों के राज ने भुखमरी, बेरोजगारी, शोषण और लूट से मुक्त कर दिया।
अक्टूबर क्रांति के बाद मजदूर राज ने  बडे-बडे और आश्चर्यजनक काम किए। मजदूरों के राज में सबसे पहले सभी प्राकृतिक संसाधनों जैसे कि जंगलों, खदानों, जल मार्गो आदि का राष्ट्रीयकरण कर दिया गया, दूसरा हर परिवार को (‘जमीन किसकी, जोते उसकी’ नारे को लागू करते हुए) उतनी जमीन दी गई जितनी वह जोत सकता था, तीसरा मजदूर राज की रक्षा करने के लिए एक विशाल लाल सैन का गठन किया, चौथा, पूर्व की सरकारों द्वारा की गई समस्त गुप्त और जन विरोधी संधियो को कूड़ेदान में फेंक दिया। पांचवा, सभी तरह के विदेशी कर्ज को जब्त कर लिये। छठा, सोवियत रूस को विश्व की महाशक्ति बना दिया। सातवा, दुनिया के सभी गुलाम देशो और विश्व की संघर्षरत मेहनतकश जनता को वास्तविक आजादी के लिए सभी तरह का समर्थन दिया। आंठवा, साम्राज्यवादी गुलामी से मुक्त होने के लिए तथा इन देशों को आत्मनिर्भर बनाने के लिए हर संभव मदद की।  रूसी क्रांति या अक्टूबर क्रांति के अनुभव से सीख कर चीन के मजदूर व किसानों ने 1949 में क्रांति कर देश का कायाकल्प कर दिया। इसी क्रम में अन्य उत्पीड़ित राष्ट्रों में भी क्रांतियां सफल हुई। अन्य देशों जैसे जर्मनी में महान क्रांति फैलायी और राजाओं का सिंहासन खींच लिया। मजदूर राज ने सैंकडों-हजारों स्कूल, पुस्तकालय, मजदूरों के लिए नाट्यशाला, अखबार और डाकघर खोले और कारखाने, दुकान और खदाने आदि मजदूरों को सौंप दी।

हमारे देश में मजदूर, किसान, युवा, विद्यार्थी और कर्मचारी पीढ़ियों से अपने हकों के लिए लड़ रहे हैं। हम अपने बच्चों की शिक्षा, चिकित्सा,  रोजगार और मजदूरी बढ़ाने की लड़ाई जारी रखे हुए हैं। संघर्ष और हड़तालों से हमने यह सीखा है कि इस व्यवस्था में हमारी कहीं भी सुनवाई नहीं हो रही है। ऐसे में अक्टूबर क्रांति मजदूरों के सत्ता में काबिज होने और कदम ब कदम ऊंची से ऊंची मंजिल की तरफ बढ़ने की घटना हमें भी रास्ता दिखाती है.

आज संपूर्ण दुनिया के मेहनतकश यह समझ गए हैं कि कोई भी मजदूर अकेला-अकेला अपनी समस्याओं से मुक्ति नहीं पा सकता है। उसे एकताबद्ध होकर ही अपने मुक्ति के लिए संघर्ष तेज करना पड़ेगा।  मजदूर वर्ग यह भी समझ गया है कि अक्टूबर क्रांति के रास्ते पर चलकर ही विश्व के मजदूरों की मुक्ति हो सकती है। इसलिए पूरे विश्व के साथ ही भारत के समस्त मेहनतकाश अक्टूबर क्रांति दिवस मनाते हैं, अंतरराष्ट्रीय भाईचारा मजबूत करते हैं तथा अपने संघर्ष पथ का लेखा-जोखा करते हैं।
अक्टूबर क्रांति का रास्ता- जिन्दाबाद
दुनिया के मजदूरों एक हो। 

By : D S PALIWAL – Rajastan

Loading

]]>
అమెరికా అధ్యక్షుడు ట్రంప్‌పై వ్యతిరేకత ఎక్కువ అవుతోంది. https://asiacommune.org/2025/10/19/%e0%b0%85%e0%b0%ae%e0%b1%86%e0%b0%b0%e0%b0%bf%e0%b0%95%e0%b0%be-%e0%b0%85%e0%b0%a7%e0%b1%8d%e0%b0%af%e0%b0%95%e0%b1%8d%e0%b0%b7%e0%b1%81%e0%b0%a1%e0%b1%81-%e0%b0%9f%e0%b1%8d%e0%b0%b0%e0%b0%82%e0%b0%aa/ Sun, 19 Oct 2025 20:05:53 +0000 https://asiacommune.org/?p=10825 అమెరికా అధ్యక్షుడు ట్రంప్‌పై వ్యతిరేకత ఎక్కువ అవుతోంది. ఆయన అనుసరిస్తున్న విధానాలకు వ్యతిరేకంగా లక్షల మంది ప్రజలు రోడ్లపైకి నిరసనలు తెలుపుతున్నారు. పెద్ద ఎత్తున నినాదాలు చేస్తూ తమ ఆగ్రహాన్ని వ్యక్తం చేశారు.

Loading

]]>
ଶ୍ରମିକମାନଙ୍କ ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା ପରିବର୍ତ୍ତନ ୧୦ଘଣ୍ଟାକୁ ବୃଦ୍ଧି କରିବାର ସରକାରୀ ନିଷ୍ପତ୍ତି ବିରୋଧରେ ଏଆଇଟିୟୁସି ର ଆନ୍ଦୋଳନ ଆହ୍ଵାନ। https://asiacommune.org/2025/10/13/%e0%ac%b6%e0%ad%8d%e0%ac%b0%e0%ac%ae%e0%ac%bf%e0%ac%95%e0%ac%ae%e0%ac%be%e0%ac%a8%e0%ac%99%e0%ad%8d%e0%ac%95-%e0%ac%a6%e0%ad%88%e0%ac%a8%e0%ac%bf%e0%ac%95-%e0%ac%95%e0%ac%be%e0%ac%b0%e0%ad%8d%e0%ac%af/ Mon, 13 Oct 2025 21:12:05 +0000 https://asiacommune.org/?p=10680 ରାଜ୍ୟ ସରକାର ଶ୍ରମିକମାନଙ୍କର ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାର ଵୃଦ୍ଧିକରି ୧୦ଘଣ୍ଟା ଧାର୍ଯ୍ୟ କରିବା ଓ ରାତ୍ର ସମୟରେ ମହିଳାମାନଙ୍କୁ କାର୍ଯ୍ୟ କରାଇବାର ଆଇନ ପ୍ରଣୟନ ଘଟଣାକୁ ଏଆଇଟିୟୁସି ରାଜ୍ୟ ପରିଷଦ ବୈଠକରେ ଦୃଢ଼ ଭାବେ ବିରୋଧ କରି ଏହା ଅବିଳମ୍ବେ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ୧୯୪୮ ମସିହାରେ ପ୍ରତିଶତ କାରଖାନା ଆଇନର ସଂଶୋଧନ କରି ଦୈନିକ ଶ୍ରମ ସମୟ ୮ଘଣ୍ଟା ସ୍ଥାନରେ କମ୍ପାନୀ ମାଲିକମାନଙ୍କ ଇଙ୍ଗିତରେ ତାଙ୍କ ସ୍ଵାର୍ଥ ପାଇଁ ୧୦ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରିଛନ୍ତି। ସେହିଭଳି ୧୯୫୬ମସିହାର ସପସ୍ ଆଣ୍ଡ କମର୍ସିଆଲ ଆକ୍ଟରେ ରାତ୍ର ସମୟରେ ମହିଳାମାନଙ୍କୁ ନିଯୁକ୍ତିଦାତା ମାନେ କାର୍ଯ୍ୟ କରାଇବା ଉପରେ କଟକଣା ଥିଲା। ସମ୍ପ୍ରତି ବିଜେପି ସରକାର ଅମଳରେ ମହିଳାମାନେ ସାଧାରଣ ଜୀବନରେ ଅସୁରକ୍ଷାର ଶିକାର ହେଉଥିବା ବେଳେ ପୁଣି ମହିଳାମାନଙ୍କୁ ରାତିରେ ଡିଉଟି କରାଇବା ପାଇଁ ଆଇନ ପ୍ରଣୟନ ସମଗ୍ର ସମାଜ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି। ଦୈନିକ ୮ଘଣ୍ଟା କାର୍ଯ୍ୟ ସମୟ, ୮ଘଣ୍ଟା ଆମୋଦ ପ୍ରମୋଦ ଓ ବାକି ୮ଘଣ୍ଟା ପୁର୍ଣ୍ଣ ଅବସର ଵାଵିଶ୍ରାମ ସମୟ ଧାର୍ଯ୍ୟ ପାଇଁ ଦାବି କରି ୧୮୮୬ରେ ଚିକାଗୋ ରକ୍ତକ୍ଷୟୀ ଆନ୍ଦୋଳନ ପରେ ବିଶ୍ଵବ୍ୟାପୀ ଶ୍ରମିକ ଶ୍ରେଣୀ ସଂଘର୍ଷ ପରେ ବିଭିନ୍ନ ଦେଶ ଏହି ୮ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରି ଆଇନ ପ୍ରଣୟନ କରିଛନ୍ତି। ଏପରିକି ୟୁରୋପର କେତେକ ଦେଶ ସ୍ଵଳ୍ପ ସମୟ କାର୍ଯ୍ୟ ଦିବସ ଉଭୟ କାର୍ଯ୍ୟ ଓ ଉତ୍ପାଦନର ଗୁଣବତ୍ତା ଵୃଦ୍ଧି କରୁଥିବାରୁ ସେ ଦେଶରେ ଦୈନିକ/ ସାପ୍ତାହିକ ଯଥା: ଡେନମାର୍କ ରେ ସପ୍ତାହକୁ ୩୩ ଘଣ୍ଟା, ନେଦରଲ୍ୟାଣ୍ଡରେ ସାପ୍ତାହିକ ୩୧.୬ ଘଣ୍ଟା ହାରରେ, ବର୍ଲିନରେ ସପ୍ତାହକୁ ୩୫ଘଣ୍ଟା ଶ୍ରମ ସମୟ ଚାଲୁଅଛି। ଏଭଳି ପରିସ୍ଥିତିରେ ଭାରତର ବିଜେପି ଆମ ସମାଜକୁ ମଧ୍ୟଯୁଗୀୟ କ୍ରୀତଦାସ ବ୍ୟବସ୍ଥା ଆଡ଼କୁ ନେଇଯିବା ସହ ଵେରୋଜଗାରୀଙ୍କୁ କର୍ମ ନିଯୁକ୍ତି ନଦେଇ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ସହ ନିଯୁକ୍ତି ଥିବା ଶ୍ରମିକ କର୍ମଚାରୀଙ୍କୁ ଅଣ୍ଡର ଏମ୍ପ୍ଲୋୟମେଣ୍ଟ ମାଧ୍ଯମରେ ଚାପ ଗ୍ରସ୍ତ କରାଇ ଅଳ୍ପାୟୁ କରାଇବାର ଷଡ଼ଯନ୍ତ୍ର କରିଛନ୍ତି। ଓଡ଼ିଶାର ବିଜେପି ସରକାର ଯେଉଁ ଶ୍ରମିକ ଶ୍ରେଣୀ ବିରୋଧୀ ଜନବିରୋଧୀ ପଦକ୍ଷେପ ନେଇଛନ୍ତି ତାକୁ କାର୍ଯ୍ୟକାରୀ କରାଇ ନଦେବାକୁ ଏଆଇଟିୟୁସି ରାଜ୍ୟବ୍ୟାପୀ ବ୍ୟାପକ ଶ୍ରମିକ ଆନ୍ଦୋଳନ କରାଇଵାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରିଅଛି। 

        ଭଗବତୀ ଭବନ ସମ୍ମିଳନୀ ଗୃହରେ ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଆଗତ କରିଥିବା ପ୍ରସ୍ତାବ ଉପରେ ଦୀର୍ଘ ଆଲୋଚନା ସହ ଏଆଇଟିୟୁସି ନିଜସ୍ଵ ଆନ୍ଦୋଳନ ଓ ଅନ୍ଯାନ୍ଯ ସଂଗଠନକୁ ସାଂଗରେ ନେଇ ମିଳିତ ଆନ୍ଦୋଳନ ପାଇଁ ଦୃଢ଼ ନିଷ୍ପତ୍ତି ହୋଇଅଛି। ବିରଳା ଟାୟାର୍ସ ଶ୍ରମିକମାନଙ୍କ ପୁନଃ ନିଯୁକ୍ତି ସହ ବକେୟା ପ୍ରାପ୍ୟ ଦାବିରେ ଚାଲିଥିବା ଆନ୍ଦୋଳନକୁ ଏଆଇଟିୟୁସି ସମର୍ଥନ ଜ୍ଞାପନ କରିଅଛି। ଗ୍ରାମୀଣ ଡାକ ସେବକ ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ମହାଦେଵାୟାଙ୍କୁ ଉଦ୍ଦେଶ୍ଯପ୍ରଣୋଦିତଭାବେ କରାଯାଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃଅଵସ୍ଥାପନ ପାଇଁ ରାଜ୍ୟ ପରିଷଦ ସର୍ବ ସମ୍ମତ ନିଷ୍ପତ୍ତି କରିଅଛି। ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ, ବିଭିନ୍ନ ସହାୟତା ପ୍ରଦାନକୁ ତ୍ବରାନ୍ବିତ କରିବା, ସଂରକ୍ଷିତ ଓ୍ଵାର୍କରମାନ ଯଥା: ଅଙ୍ଗନଓ୍ଵାଡି

 ଓ୍ଵାର୍କର ଓ ସହାୟିକା , ଆଶା, ପାଚିକା ଓ ସହାୟିକାଙ୍କୁ ଓ୍ଵାର୍କରମାନ୍ଯତା ପ୍ରଦାନ, ଉଦ୍ୟାନ ସାରଥୀ, ଗ୍ରାମ ପଞ୍ଚାୟତ କର୍ମଚାରୀ ଇତ୍ଯାଦିଙ୍କୁ ବର୍ଷସାରା କାମ ଦେବା, ବଜାର ଦଳକୁ ଆଖି ଆଗରେ ରଖି ମଜୁରୀ ବୃଦ୍ଧି କରିଵା ଇତ୍ଯାଦି ଦାବିରେ ବ୍ୟାପକ ଆନ୍ଦୋଳନ ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଅଛି।  ଏହି ବୈଠକରେ ବରିଷ୍ଠ ଉପସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ, ଗୈ।ରାଙ୍ଗ ପାଣିଗ୍ରାହୀ, ଉପସଭାପତି ତଥା ସିପିଆଇ ର ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର, ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୁର ଜେନା, ହରପ୍ରିୟା ସ୍ଵାଇଁ, ନମିତା ସାହୁ, ପ୍ରବୀଣ ଦାଶ, ଵିଦ୍ଯାଧର ମାହାନ୍ତ, ସତ୍ୟବାଦୀ ବାଘ, ଅଭିଷେକ ଶତପଥୀ, ସୁରଜିତ ପୃଷ୍ଟି, କିଶୋର ଜେନା, ବିନ୍ଦୁସାଗର ଓଝା, ବ୍ରଜବନ୍ଧୁ ପ୍ରଧାନ, ଶିବ ବେହେରା, ପଞ୍ଚାନନ ସାହୁ, ଭାଗବତ ପ୍ରତିହାରୀ, ସୁବାଷ ମହାପାତ୍ର, ଦେବାଶିଷ ବାବୁ, କମଲେଶ ଦାଶ, ବିଲୀନ ସାହୁ, ମଦନ ମହାରଣା, ରମେଶ ଜେନା, ବିଦୁର କୁମ୍ଭାର, ସୁରେନ୍ଦ୍ର ଶର୍ମା, ପ୍ରଦୀପ ନାୟକ, ସୁବାଷ ଜାଲି, ସନ୍ତୋଷ କନ୍ୟାର,ଇନ୍ଦ୍ରଜିତ ତାଣ୍ଡି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନବନିର୍ବାଚିତ ରାଜ୍ୟ ସମ୍ପାଦକ ତଥା ଜାତୀୟ ପରିଷଦକୁ ନିର୍ଵାଚିତ ଡଃ ପ୍ରଶାନ୍ତ ମିଶ୍ର, ଜାତୀୟ ପରିଷଦକୁ ନିର୍ବାଚିତ ଏନ୍ ନାରାୟଣ ରେଡ୍ଡୀ ଓ ଜୟନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

SOURCE BY

JAYANTHA DAS

Loading

]]>
काकोरी ट्रेन एक्शन के 100 साल पर निकाला साम्राज्यवाद विरोधी मार्च / साम्राज्यवादियों के सरगना ट्रंप का किया पुतला दहन https://asiacommune.org/2025/08/14/%e0%a4%95%e0%a4%be%e0%a4%95%e0%a5%8b%e0%a4%b0%e0%a5%80-%e0%a4%9f%e0%a5%8d%e0%a4%b0%e0%a5%87%e0%a4%a8-%e0%a4%8f%e0%a4%95%e0%a5%8d%e0%a4%b6%e0%a4%a8-%e0%a4%95%e0%a5%87-100-%e0%a4%b8%e0%a4%be%e0%a4%b2/ Thu, 14 Aug 2025 14:41:35 +0000 https://asiacommune.org/?p=9651 काकोरी शहीद यादगार कमेटी (क्रालोस, इमके, यू पी के एम यू, मजदूर मण्डल उप्र, बी टी यू एफ, पछास, क्रान्तिकारी किसान मंच, प्रगतिशील सांस्कृतिक मंच, ए आई एल यू, पी यू सी एल, आटो रिक्शा टैम्पो चालक वैलफेयर एसोसिएशन) के तत्वाधान में सेठ दामोदर स्वरुप पार्क (स्वतन्त्रता संग्राम सेनानी) से बहुराष्ट्रीय निगमों के इशारों पर नाचने वाली भाजपा सरकार की किसान, मजदूर, छात्र-नौजवान, महिला, दलित, अल्पसंख्यक, आदिवासी विरोधी व कारपोरेट परस्त नीतियों के खिलाफ ‘कारपोरेट भारत छोड़ो’ की मांग को लेकर ‘साम्राज्यवाद विरोधी मार्च’ निकाला गया। जुलूस सेठ दामोदर स्वरुप पार्क से अय्यूब खां चौराहे तक गया। तत्पश्चात साम्राज्यवादी सरगना अमेरिकी साम्राज्यवाद के मुखिया ट्रंप का पुतला दहन किया गया।

मार्च प्रारंभ होने से पूर्व आयोजित संक्षिप्त सभा में क्रालोस के साथी मो. फैसल ने काकोरी एक्शन के सौ वर्ष पूरे होने व वर्तमान में अमरीकी साम्राज्यवाद की दादागिरी पर प्रकाश डालते हुए कहा कि शहीद क्रांतिकारियों का मिशन आज भी अधूरा है। हमारे शहीद एक लुटेरी ईस्ट इंडिया कंपनी के खिलाफ लड़ रहे थे। आज सैकड़ों लुटेरी साम्राज्यवादी कंपनियां हमारे देश में संसाधनों की लूट कर रही हैं।

मजदूर मण्डल के लक्ष्मण सिंह राणा ने शहीदों व उनके संघर्ष को याद कर कहा कि हमें अमर शहीदों की विरासत को आगे बढ़ाना होगा। आज जारी साम्राज्यवादी व कारपोरेट लूट-शोषण के खिलाफ हमें आवाज बुलंद करनी होगी।

मार्च के अंत में प्रगतिशील सांस्कृतिक मंच की टीम ने ‘जागो फिर एक बार जागो रे’ गीत गाया। तदुपरांत संयोजक राजीव शान्त ने सभी शामिल साथियों का आभार व्यक्त करते हुये कार्यक्रम के समापन की घोषणा की ।

मार्च का नेतृत्व काकोरी शहीद यादगार कमेटी बरेली के संयोजक व उत्तर प्रदेश खेत मजदूर यूनियन के प्रदेश सचिव राजीव शान्त, काकोरी शहीद यादगार कमेटी बरेली के सह संयोजक व क्रान्तिकारी लोक अधिकार संगठन के सचिव फैसल, मजदूर मण्डल उप्र के प्रदेश अध्यक्ष लक्ष्मण सिंह राना, इंकलाबी मजदूर केन्द्र के सचिव ध्यान चंद मौर्य, बी टी यू एफ के अध्यक्ष मुकेश सक्सेना, परिवर्तनकामी छात्र संगठन के सचिव कैलाश, सभासद राजेश अग्रवाल ने किया ।

 इस दौरान राजीव शान्त, मो. फैसल, ध्यान चंद मौर्य, कैलाश, मुकेश सक्सेना, इंतिखाब हुसैन, मौ. इरशाद, जलालुद्दीन, असद अली, झम्मन लाल, तुलाराम, लक्ष्मण सिंह राना, हिमांशु,

Loading

]]>
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ଜନ୍ମବାର୍ଷିକୀ ରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୌଧୁରୀ ରଘୁନାଥ ଦାସ ଏବଂ ମାତା ପାର୍ବତୀ ଦେବୀ ଥିଲେ। ମଧୁସୁଦନ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରି ଓଡ଼ିଶାର ପ୍ରଥମ ଆଇନଜ୍ଞ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଜଣେ କୁଶଳୀ ଓକିଲ, ସାମାଜିକ ସଂସ୍କାରକ, ଶିକ୍ଷାବିତ୍, ଔଦ୍ୟୋଗିକ ନେତା ଏବଂ ସ୍ଵାଧୀନତା ସଂଗ୍ରାମୀ ଥିଲେ। https://asiacommune.org/2025/05/01/%e0%ac%89%e0%ac%a4%e0%ad%8d%e0%ac%95%e0%ac%b3-%e0%ac%97%e0%ad%8c%e0%ac%b0%e0%ac%ac-%e0%ac%ae%e0%ac%a7%e0%ad%81%e0%ac%b8%e0%ad%81%e0%ac%a6%e0%ac%a8-%e0%ac%a6%e0%ac%be%e0%ac%b8%e0%ac%99%e0%ad%8d/ Thu, 01 May 2025 15:26:20 +0000 https://asiacommune.org/?p=8796

ଓଡ଼ିଶାର ସ୍ଵାଭିମାନ ପ୍ରତି ଅବଦାନ:

ଉତ୍କଳ ସମ୍ମିଳନୀ ଗଠନ: ୧୯୦୩ରେ ମଧୁସୁଦନ ଦାସ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଓଡ଼ିଆ ଜାତିର ସ୍ଵତନ୍ତ୍ର ପରିଚୟ ଓ ଭାଷାକୁ ସୁରକ୍ଷା ଦେବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା:

 ସେ ଓଡ଼ିଆ ଭାଷାର ମାନ୍ୟତା ଓ ଶିକ୍ଷାରେ ଏହାର ବ୍ୟବହାର ପାଇଁ ସଂଘର୍ଷ କରିଥିଲେ। ତାଙ୍କ ଉଦ୍ୟମ ହେତୁ ଓଡ଼ିଆ ଭାଷାର ଗୌରବ ସ୍ଥାପିତ ହେଲା।

ଔଦ୍ୟୋଗିକ ବିକାଶ: ମଧୁସୁଦନ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରି ଓଡ଼ିଶାରେ ଶିଳ୍ପୋନ୍ନତିର ପଥ ପ୍ରଶସ୍ତ କରିଥିଲେ। ଏହା ଓଡ଼ିଆ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଆର୍ଥିକ ସ୍ଵାବଲମ୍ବନରେ ସହାୟକ ହୋଇଥିଲା।

ସାମାଜିକ ସଂସ୍କାର:

 ସେ ନାରୀ ଶିକ୍ଷା, ବାଲ୍ୟ ବିବାହ ନିରାକରଣ ଏବଂ ସମାଜରେ ସମାନତା ପାଇଁ କାର୍ଯ୍ୟ କରିଥିଲେ। ତାଙ୍କର ସାମାଜିକ ସଂସ୍କାର ଓଡ଼ିଶାରେ ନୂତନ ଚେତନା ସୃଷ୍ଟି କରିଥିଲା।

ରାଷ୍ଟ୍ରୀୟ ଆନ୍ଦୋଳନରେ ଅଂଶଗ୍ରହଣ:

 ମଧୁସୁଦନ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ଏବଂ ଓଡ଼ିଆ ଜନସାଧାରଣଙ୍କୁ ଏଥିରେ ସାମିଲ କରାଇଥିଲେ।

ମଧୁସୁଦନ ଦାସ ୧୯୩୪ ମସିହା ଫେବୃଆରୀ ୪ରେ ପରଲୋକ ଗମନ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ଓ ଆଦର୍ଶ ଓଡ଼ିଶାର ସ୍ଵାଭିମାନ ଓ ଗୌରବର ପ୍ରତୀକ ଭାବେ ଆଜି ମଧ୍ୟ ପ୍ରେରଣା ଯୋଗାଇଚାଲିଛି।

   ତାଙ୍କ ନାମ ନେଇ ଓଡ଼ିଆ ସ୍ଵାଭିମାନୀ ସ୍ଳୋଗାନ ଦେଇ କ୍ଷମତା ହାତେଇଲେ, ସେମାନେ ଜାତୀୟ ଶିକ୍ଷାନୀତି ୨୦୨୦ ଭିତ୍ତିରେ ଓଡ଼ିଆ ମାତୃଭାଷା ଏଵଂ ଓଡ଼ିଶା ର ସାଂସ୍କୃତିକ ଵ୍ଯଵସ୍ଥା ଉପରେ ଯେଉଁ ଆକ୍ରମଣ ଆରମ୍ଭ କରିଛନ୍ତି, ତାକୁ ଓଡ଼ିଶାବାସୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୁକାବିଲା କରିବା ପାଇଁ ସଂକଳ୍ପ ବଦ୍ଧ ଅଭିଯାନ ହିଁ ସ୍ଵାଭିମାନୀ ଓଡ଼ିଆ ମଧୁସୂଦନ ଦାସଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ।

Loading

]]>
ଷଷ୍ଠ ଦିନରେ ଇସି ସଦସ୍ଯଙ୍କ ଦିଵା-ରାତ୍ର ଗଣଧାରଣା ଅବ୍ୟାହତ:  କେନ୍ଦ୍ରୀୟ ସ୍କିମ ମିଶନ ଶକ୍ତିର ମୁଖ୍ଯ ଆଭିମୂଖ୍ୟକୁ କାର୍ଯ୍ୟକାରୀ କରୁଥିଵା ଇସି ସଦସ୍ୟମାନେ ହିଁ  ମୁଖ୍ୟ ସ୍କିମ ଓ୍ଵାର୍କର: ଇସି ସଂଘ https://asiacommune.org/2025/03/26/%e0%ac%b7%e0%ac%b7%e0%ad%8d%e0%ac%a0-%e0%ac%a6%e0%ac%bf%e0%ac%a8%e0%ac%b0%e0%ad%87-%e0%ac%87%e0%ac%b8%e0%ac%bf-%e0%ac%b8%e0%ac%a6%e0%ac%b8%e0%ad%8d%e0%ac%af%e0%ac%99%e0%ad%8d%e0%ac%95-%e0%ac%a6/ Wed, 26 Mar 2025 15:39:10 +0000 https://asiacommune.org/?p=8642

ଭୁଵନେଶ୍ଵର: ତା୨୪/୩: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟାରୁ ଇସି ସଦସ୍ୟଙ୍କୁ ବାଦ ଦେଇ ସ୍କିମ ଓ୍ଵାର୍କର୍କ ମାନ୍ୟତା ଦାବିରେ ଚାଲିଥିବା ଦିବାରାତ୍ର ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ୧୯୯୯ମସିହା ରେ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵରୋଜଗାର ଯୋଜନା ମାଧ୍ଯମରେ ଓଡିଶାରେ ୨୦୦୨ ମସିହାରୁ ଏହି ସ୍ବରୋଜଗାର ଯୋଜନା ଆରମ୍ଭ ହେଲା।ସେତେବେଳେ ଅଙ୍ଗନଓ୍ଵାଡି କର୍ମୀମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରୁଥାଆନ୍ତି। ପ୍ରତି ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ୨ ଜଣ ହାରରେ ଇସି ଚୟନ କରି ଵ୍ଲକ ସ୍ତରୀୟ ଫେଡେରେଶନ ମାଧ୍ଯମରେ ଜୀବିକା ଅର୍ଜନ କାର୍ଯ୍ଯ କରାଯାଉଥିଲା।ମାତ୍ର ୨୦୦୮ରେ କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ୍ ଏଵଂ ଓଡିଶା ରାଜ୍ଯ ରେ ମିଶନ ଶକ୍ତି ବିଭାଗ ଏହାର କାର୍ଯ୍ଯନ୍ଵୟନ କଲେ। ଏହି ସଂସ୍ଥାର ମୁଖ୍ୟ ଆଭିମୂଖ୍ୟ ହେଉଛି ଗୃହିଣୀ ମହିଳାଙ୍କୁ ମହିଳା ଏସ୍ଏଚଜି ମାଧ୍ଯମରେ ସଂଗଠିତ କରିବା, ମହିଳାମାନେ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରଵର୍ତ୍ତାଇଵା, ମହିଳା ସ୍ଵୟଂସହାୟକ ଗୋଷ୍ଠୀର ଗୋଷ୍ଠୀଗତ ସଂଚୟ ବୃଦ୍ଧିପାଇଁ ପ୍ରଵର୍ତ୍ତାଇଵା, ନିର୍ଦ୍ଦିଷ୍ଟ ହାର ର ସଞ୍ଚୟ ହେଲେ ସମ୍ପୃକ୍ତ ଏସ୍ଏଚଜି କୁ ବ୍ୟାଙ୍କ ସହ ସଂଯୋଗ କରାଇ ଜୀବିକା ଅର୍ଜନ ପାଇଁ ଋଣ ଦେବା, ଋଣ ଧାର୍ଯ କ୍ଷେତ୍ରରେ ବିନିଯୋଗ ହେଲା କି ନାହିଁ ତଦାରଖ କରିବା, ଜୀବିକା ଅର୍ଜନ ସହ ଋଣ ପରିଶୋଧ ପାଇଁ ସମ୍ପୃକ୍ତ ହୀତାଧିକାରୀଙ୍କୁ ପ୍ରଵର୍ତ୍ତାଇଵା ଇତ୍ୟାଦି କାର୍ଯ୍ଯ ଅଟେ। ମିଶନ ଶକ୍ତି ପକ୍ଷରୁ ଇସିମାନେ ଗଠନ କରାଯାଇଥିବା ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ଯ ହେଉଛନ୍ତି ଏନ୍ଆରଏଲ୍ଏମ୍ ଵା ମିଶନ ଶକ୍ତିର ହୀତାଧିକାରୀ। ଏହି ହିତାଧିକାରୀଙ୍କ ଜୀବିକା ଅର୍ଜନ ପାଇଁ ଉପରୋକ୍ତ ସମସ୍ତ କାର୍ଯ୍ଯ ଇସି ସଦସ୍ୟମାନେ କରିଥାଆନ୍ତି। ଏହି ଇସି ସଦସ୍ୟମାନେ ଅନ୍ୟାନ୍ୟ ସ୍କିମ ଓ୍ଵାର୍କରଙ୍କୁ ସଂମ୍ପୃକ୍ତ ଆଞ୍ଚଳିକ ମଞ୍ଚ ପରିସରର ମହିଳା ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନେ ଚୟନ କଲାଭଳି ସେମାନଙ୍କ ଦ୍ଵାରା ମନୋନିତ ହୋଇ କାର୍ଯ୍ଯ କରିଆସିଛନ୍ତି। କିନ୍ତୁ ଏମାନଙ୍କୁ ସରକାର ଏପର୍ଯ୍ୟନ୍ତ ସ୍କିମ ଓ୍ଵାର୍କର ମାନ୍ୟତା ଦେଇ ନାହାନ୍ତି। ୨୦୦୮/୯ ମସିହାରେ ଏନ୍ଆରଏଲ୍ଏମ୍ ଓ ମିଶନ ଶକ୍ତି ପକ୍ଷରୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭାପତି, ସମ୍ପାଦକ, ଇସି ସଦସ୍ଯ, ଆଞ୍ଚଳିକ ଫେଡେରେଶନ, ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନ,

ଵ୍ଲକ ସ୍ତରୀୟ ଫେଡେରେଶନ ଓ ଜିଲ୍ଲାସ୍ତରୀୟ ଫେଡେରେଶନର ଟର୍ମ ଵା ଅବଧି ୨ଵର୍ଷ ଧାର୍ଯ୍ୟ କରିଥିଲେ ବି, ତାହା ୨୦୨୫ ଜାନୁଆରୀ ପର୍ଯ୍ଯନ୍ତ କାର୍ଯ୍ୟକାରୀ ନକରି ଏହି ସ୍କିମ ଓ୍ଵାର୍କର ମାନଙ୍କୁ ଉପରୋକ୍ତ କାର୍ଯ୍ୟରେ ରଖିବା ସହ ଧାର୍ଯ୍ୟ ଗସ୍ତ ଭର୍ତ୍ତି ନାମରେ ଭତ୍ତା ପ୍ରଦାନ କରି ଚାଲିଛନ୍ତି। ୨୦୦୮ ମସିହା ପରେ ଅଙ୍ଗନଓ୍ଵାଡି କର୍ମୀ ପରିଵର୍ତ୍ତେ ଇସି ସଦସ୍ୟମାନେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଗଠନ ଠାରୁ ଗୃହିଣୀ ମହିଳାଙ୍କୁ ଜୀଵିକି ଅର୍ଜନ ପାଇଁ ଉଲ୍ଲିଖିତ ପଦ୍ଧତିରେ ରାହା ଦେଖାଇବା ଦାୟିତ୍ଵ ନେବା ପରେ ସମଗ୍ର ରାଜ୍ୟରେ ୫୦ହଜାରରୁ କମ୍ ସଂଖ୍ଯକ ସ୍ଵୟଂସହାୟକ ଗୋଷ୍ଠୀ ଥିବା ବେଳେ ୨୦୨୪ ଶେଷ ସୁଧା ରାଜ୍ୟରେ ୬ଲକ୍ଷରୁ ଅଧିକ ସ୍ଵୟଂସହାୟକ ଗୋଷ୍ଠୀ ଗଠନ ସହ ୭୦ଲକ୍ଷରୁ ଅଧିକ ହିତାଧିକାରୀ ଜୀବିକା ଅର୍ଜନ ର ରାସ୍ତା ଆପଣେଇଲେ। ଗତ ୧୦ମାସ ମଧ୍ୟରେ ଓଡିଶା ସରକାର ସମଗ୍ର ମିଶନ ଶକ୍ତି ବିଭାଗର ସବୁ ବର୍ଗର କର୍ମୀଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି। ଏବେ ହଠାତ୍ ସେହି ଗାଇଡ ଲାଇନର ସର୍ତ୍ତାବଳୀ ଦେଖାଇ କାର୍ଯ୍ୟରତ ଏକ ଲକ୍ଷ ଅଣଷଠି ହଜାର ଇସି ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବହିସ୍କାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସମଗ୍ର ରାଜ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏହି ଦାବି ପୂରଣ ପର୍ଯ୍ଯନ୍ତ ପ୍ରବଳ ଖରା ଵର୍ଷା ସହି ଏହି ମହିଳା ସ୍କିମ ଓ୍ଵାର୍କର ମାନେ ଗାନ୍ଧୀ ମାର୍ଗରେ ବସିଛନ୍ତି।

BY JAYANTHA DAS

Loading

]]>
शहादत दिवस पर उदयपुर में सभा का आमंत्रण https://asiacommune.org/2025/03/24/%e0%a4%b6%e0%a4%b9%e0%a4%be%e0%a4%a6%e0%a4%a4-%e0%a4%a6%e0%a4%bf%e0%a4%b5%e0%a4%b8-%e0%a4%aa%e0%a4%b0-%e0%a4%89%e0%a4%a6%e0%a4%af%e0%a4%aa%e0%a5%81%e0%a4%b0-%e0%a4%ae%e0%a5%87%e0%a4%82-%e0%a4%b8/ Mon, 24 Mar 2025 16:26:58 +0000 https://asiacommune.org/?p=8630

Loading

]]>
ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ୧୩ ଫେବୃଆରୀ ଠାରୁ ଵିଧାନସଭା ସମ୍ମୁଖରେ ଦିଵାରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଅନୁଷ୍ଠିତ ହେବ: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ (NOJMECS) https://asiacommune.org/2025/02/14/%e0%ac%ae%e0%ac%bf%e0%ac%b6%e0%ac%a8-%e0%ac%b6%e0%ac%95%e0%ad%8d%e0%ac%a4%e0%ac%bf-%e0%ac%85%e0%ac%a7%e0%ac%bf%e0%ac%a8%e0%ac%b0%e0%ad%87-%e0%ac%95%e0%ac%be%e0%ac%b0%e0%ad%8d%e0%ac%af%e0%ad%8d/ Fri, 14 Feb 2025 15:52:25 +0000 https://asiacommune.org/?p=8542

 ଭୁବନେଶ୍ଵର: ତା୯/୨: କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ ଅଧିନସ୍ଥ ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ଲକ୍ଷାଧିକ ଇସି (କାର୍ଯ୍ଯନିର୍ଵାହୀ) ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ବହିସ୍କାର ପାଇଁ ଗତ ୮ଏଵଂ ୨୨ଜାନୁଆରୀରେ ଜାରି ହେଇଥିବା ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବିରେ ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ୧୩ଫେଵୃଆରୀ ପୁର୍ଵାହ୍ନ ୧୦ଘଟିକା ଠାରୁ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ଯାହାର ପର୍ଯ୍ଯନ୍ତ ଦିବାରାତ୍ର ଗଣଧାରଣା ରେ ଵସିରହିଵେ, ନିର୍ଦେଶ ପ୍ରତ୍ୟାହାର ପରେ ଉଠିବେ ବୋଲି ଆଜି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଏଆଇଟିୟୁସି ରାଜ୍ଯ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଜୟନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଶୈଳବାଳା ରଥ, ଉପସଭାପତି ପୁଷ୍ପାଞ୍ଜଳୀ  ଜେନା ଓ ମମତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଶୈଳବାଳା ରଥ ସୂଚନା ଦେଇ କହିଛନ୍ତି କି ରିଷ୍ଟ୍ରକ୍ଚରିଙ୍ଗ୍ ହେଲେ ଗତ ୫ଵର୍ଷରୁ ୨୫ଵର୍ଷ ପର୍ଯ୍ଯନ୍ତ ଦୀର୍ଘ ଅବଧିରେ କାର୍ଯ୍ଯ ରତ ଲକ୍ଷାଧିକ ଇସି ସଦସ୍ଯଙ୍କୁ କାର୍ଯ୍ୟରୁ ବାହାର କରିଦିଆଯିବା। ଏହି ରିଷ୍ଟ୍ରକ୍ଚରିଙ୍ଗ୍ ପୁର୍ବରୁ ୫ରୁ ୧୫ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସିଏଲ୍ଏଫ୍ ଗଠନ ହେଉଥିବା ବେଳେ ଏହି ରିଷ୍ଟ୍ରକ୍ଚରିଙ୍ଗ୍  ପରେ ୨୦ରୁ ୩୯ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ସିଏଲ୍ଏଫ୍ ପୁନର୍ଗଠିତ ହେବା ଫଳରେ ଦୁଇ ତୃତୀୟାଂଶ ରୁ ଅଧିକ ସିଆରପି ଏଵ଼ଂ ଆନୁପାତିକ ହାରରେ କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଙ୍କୁ ବଳକା କରାଇ ବାହାର କରାଯିବ। ଏହି କାର୍ଯ୍ୟନିର୍ବାହୀ ସଦସ୍ଯଙ୍କ ପ୍ରବଳ ଅଧ୍ୟବସାୟ ଫଳରେ ଓଡିଶାରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କଲେ ଓ ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଓଡିଶାରେ ୭୦ଲକ୍ଷରୁ ଅଧିକ ମହିଳାଙ୍କୁ କେବଳ ଜୀବିକା ଅର୍ଜନ ନୁହେଁ ପରନ୍ତୁ ଏମାନଙ୍କ ମଧ୍ୟରୁ କେତେକଙ୍କ କ୍ଷୁଦ୍ର ଓ କୁଟୀର ଉଦ୍ୟୋଗପତି ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ଓ ଏହା ଓଡ଼ିଶାର ମହିଳା ସଶକ୍ତିକରଣର ଉଦାହରଣ ସାରା ପୃଥିବୀ ସାରା ଵ୍ଯାପିଲା। ପୁଷ୍ପାଞ୍ଜଳୀ ଜେନା କହିଲେ କି ସରକାର ଏହି ଦକ୍ଷତା ସମ୍ପନ୍ନ ସ୍କିମ କର୍ମଚାରୀ ଇସି ସଦସ୍ଯଙ୍କ ଦକ୍ଷତା କୁ ବିଚାରକୁ ନନେଇ ରାଜନୈତିକ ପ୍ରତିହିଂସା ପରାୟଣ ନିଷ୍ପତ୍ତି କରି ଏକାଥରେ କାମରୁ ବିଦାୟ କରିବା ସରକାରଙ୍କ ମହିଳା ବିରୋଧୀ ଚରୀତ୍ରକୁ ଵଖାଣିଛି। କେନ୍ଦ୍ରୀୟ ସ୍କିମ୍ ଆଇସିଡିଏସ ଅଧିନରେ ଅଙ୍ଗନଓ୍ଵାଡି, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ଏଵଂ ଏନ୍ଏଚ୍ଏମ୍ ଜରିଆରେ ଆଶାକର୍ମୀ ସଂପୃକ୍ତ ପରିସରର ମହିଳା ସଭାରେ ଚୟନ କରାଯାଇ ଥାଆନ୍ତି, କିନ୍ତୁ ଚୟନ ପରେ ସେମାନଙ୍କ ପାଇଁଁ ସେତେବେଳେ ଗାଇଡ ଲାଇନ ଥିଲେ ସୁଧା ସେହିମାନେ ହଁ କାର୍ଯ୍ୟରେ ଅଛନ୍ତି, ତାଙ୍କୁ ବାହାର କରାଯାଏ ନାହିଁ, ଗତ ୧୭ଵର୍ଷ ଧରି ଅକାମୀ ଥିବା ତଥାକଥିତ କେନ୍ଦ୍ରୀୟ ଗାଇଡ ଲାଇନର ଭେଳିକୀ ଦେଖାଇ ଲକ୍ଷ ଲକ୍ଷ ଏହି କର୍ମଜୀଵି ମହିଳାଙ୍କୁ କରର୍ମଚ୍ଯୁତ କରିବା ଦୁଃଖ ଦାୟକ, ସରକାର ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଏହି ଦାବି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମିଶନ ଶକ୍ତି ବିଭାଗ ଦାୟିତ୍ଵରେ ଥିବା ମାନ୍ୟବର ଉପମୂଖ୍ଯମନ୍ତ୍ରୀ ଏଵଂ ମିଶନ ଶକ୍ତି ବିଭାଗର  ପ୍ରମୁଖ ସଚୀବ ପ୍ରମୁଖଙ୍କ ଅବଗତ କରାଯିଵା ସହ ୧୩ଫେଵୃଆରୀ ସକାଳ ୧୦ଟାରୁ ଓଡ଼ିଶା ବିଧାନସଭା ସମ୍ମୁଖରେ ଏହି ଆଦେଶ ପ୍ରତ୍ୟାହାର ପର୍ଯ୍ଯନ୍ତ ଦିଵା ରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଚାଲୁ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସଂଘ ପକ୍ଷରୁ ସାମ୍ଵାଦିକ ମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲା ବେଳେ ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ବିଜୟ ଜେନା ଦେଶର ସର୍ଵ ପ୍ରଥମ ଟ୍ରେଡ୍ ୟୁନିୟନର ସଂଗଠନ ଏଆଇଟିୟୁସି ପକ୍ଷରୁ ପୁର୍ଣ୍ଣ ସମର୍ଥନ ଘୋଷଣା କରିବା ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ରାଜ୍ଯ ନେତୃତ୍ଵ ସମର୍ଥନ ଜଣାଇବାକୁ ନିବେଦନ କରିଛନ୍ତି। ବିଜେପି ଦଳ ଅନ୍ଯ ରାଜ୍ୟରେ ମହିଳାମାନଙ୍କୁ ମାସିକ ଦେଢ଼ ହଜାର, ଦୁଇ ହଜାର ହାରରେ ଭତ୍ତା ପ୍ରତିଶୃତି ଦେଇ କ୍ଷମତାରେ ବସୁଥିବା ବେଳେ ଓଡିଶାରେ କ୍ଷମତାରେ ଵସିଵା ପରେ ଦେଢ଼ ଲକ୍ଷ କର୍ମଜୀବି ମହିଳାଙ୍କୁ କରର୍ମଚ୍ଯୁତ କରିବା ଘଟଣା ବିଜେପିର ମହିଳା ବିରୋଧୀ ମାନସିକତାକୁ ଦୃଢ ମୁକାବିଲା କରାଯିବ ବୋଲି ଚେତାବନୀ ଦେଇଛନ୍ତି।

By Jayantha Das

Loading

]]>
ଜାତୀୟ ଗ୍ରାମୀଣ ଜୀଵିକା ମିଶନ ଇସି ସଦସ୍ଯମାନେ ଶକ୍ତି ପ୍ରଦର୍ଶନ କଲେ ଵାଲେଶ୍ଵରରେ *ଇସି ସଦସ୍ଯ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କର, * ସ୍ଥାୟୀ ନିଯୁକ୍ତି ଦିଅ, * ସାମାଜିକ ନିରାପତ୍ତା ପ୍ରଦାନ କର, * କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦିଅ ସମେତ ଵିଭିନ୍ନ ଦାଵି ଉପସ୍ଥାପିତ। https://asiacommune.org/2025/01/23/%e0%ac%9c%e0%ac%be%e0%ac%a4%e0%ad%80%e0%ad%9f-%e0%ac%97%e0%ad%8d%e0%ac%b0%e0%ac%be%e0%ac%ae%e0%ad%80%e0%ac%a3-%e0%ac%9c%e0%ad%80%e0%ac%b5%e0%ac%bf%e0%ac%95%e0%ac%be-%e0%ac%ae%e0%ac%bf%e0%ac%b6/ Thu, 23 Jan 2025 16:48:46 +0000 https://asiacommune.org/?p=8474

ଵାଲେଶ୍ଵର: ତା୨୧/୧/୨୦୨୫ରିଖ: ଜାତୀୟ ଗ୍ରାମୀଣ ଜୀଵିକା ମିଶନ ସ୍କିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗ ଅଧିନରେ ଓଡିଶା ଜୀଵିକା ମିଶନ ଏଵଂ ଓଡିଶା ମିଶନ ଶକ୍ତି ଅଧିନରେ କାର୍ଯ୍ଯରତ ହଜାର ହଜାର ଇସି ସଦସ୍ଯମାନେ ଏଆଇଟିୟୁସି ସଂଯୁକ୍ତ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ” ନେତୃତ୍ଵରେ ଆଜି ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ତଥା ଵିଶାଳ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡିଶା ଜୀଵିକା ମିଶନ ନିର୍ଦ୍ଦେଶକ ତଥା ସିଇଓ ଗତ ୮ଜାନୁଆରୀରେ ୩୭ନମ୍ଵର ଚିଠି ଵଳରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ଅଡିଟ ସାଂଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିଵା ନିର୍ଦ୍ଦେଶ ଦେଵା ପରେ ସମଗ୍ର ରାଜ୍ଯରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ଯଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି। ଗତ ୨୫ଵର୍ଷ ଧରି ସମାଜର ସାଧାରଣ ମହିଳାଙ୍କ ଜୀଵିକା ଅର୍ଜନର ରାହା ଦେଖାଇଵା ପାଇଁ ଵିନା ପାରିଶ୍ରମିକରେ କାର୍ଯ୍ଯ କରିଆସିଥିଵା ଵେଳେ ୨୦୨୨ରୁ ଫିକ୍ସଡ୍ ଟ୍ରାଭେଲିଙ୍ଗ ଆଲାଓ୍ଵେନସ୍ ନାମରେ ଏକ ହଜାର ୫ଶହ ଘୋଷଣା ହେଵାରୁ ଏଵେ ରିଷ୍ଟ୍ରକ୍ଚରିଙ୍ଗ ନାମରେ ଏହି ମହିଳା ଶ୍ରମିକଙ୍କୁ ହଟାଇ ଦଳୀୟ ଭିତ୍ତିରେ ନୂତନ ଇସି ନିଯୁକ୍ତି ଷଡଯନ୍ତ୍ର କରାଯାଇଛି। ଏହି ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରିଵା ସହ ଇସି ସଦସ୍ଯଙ୍କୁ ସ୍ଥାୟୀ ନିଯୁକ୍ତି, ଏନ୍ଆରଏଲଏମ୍ ସ୍କିମ ଅଧିନରେ କାର୍ଯ୍ଯରତ ସମସ୍ତ ଇସି ସଦସ୍ଯ ଓ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ଓ୍ଵାର୍କର ମାନ୍ଯତା, ଇପିଏଫ୍ – ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା, ଗତ ଜୁଲାଇରେ ସରକାରଙ୍କ ଦ୍ଵାରା ଘୋଷିତ ସର୍ଵ ନିମ୍ନ ମଜୁରୀ ଆଇନ ର କୁଶଳୀ ଶ୍ରମିକଙ୍କ ସର୍ଵନିମ୍ନ ମଜୁରୀ ହାରରେ ମାସିକ ଭତ୍ତା ପ୍ରଦାନ, ୨୦୨୪ ମସିହା ସେପ୍ଟେମ୍ଵର ମାସରୁ ଵକେୟା ଥିଵା ଇସି ଏଫ୍ ଟିଏ, ସିଆରପି ଓ ଏମଵିକେଙ୍କ ଏକ ଵର୍ଷର ଵକେୟା ପ୍ରଦାନ ଦାଵିରେ ଏହି ଵିକ୍ଷୋଭ ଅନୁଷ୍ଠିତ ହୋଇଅଛି। ଇସି ସଦସ୍ଯମାନେ ମାସିକ ଏକ ହଜାର ୫ଶହ ଟଙ୍କା ଭତ୍ତା ପାଉଥିଵା ଵେଳେ ସରକାର ଏହି ମହିଳାଙ୍କ କାର୍ଯ୍ଯ ସୁଗମ କରିଵା ପାଇଁ ସ୍କୁଟର ଖରିଦ ପାଇଁ ଯେଉଁ ଋଣ ଦେଇଥିଲେ, ଏମାନଙ୍କୁ ଇସି ପଦରୁ ରିଷ୍ଟ୍ରକ୍ଚରିଙ୍ଗ୍ କରି ହଟାଇଲେ ଏମାନେ ଋଣ ପରିଶୋଧ କରି ନପାରି ଆତ୍ମହତ୍ଯା କରିଵାକୁ ଵାଧ୍ଯ ହେଵେ। ତେଣୁ ସରକାର ଏହି ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କରି ଇସି ସଦସ୍ଯଙ୍କ ସମେତ ସମସ୍ତ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ ନିଯୁକ୍ତି ଦେଵାକୁ ଦାଵି ପ୍ରତିଧ୍ଵନିତ ହୋଇଆଛି। ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ଜିଲ୍ଲା ସଭାପତି ପ୍ରଭାତୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଵିଶାଳ ଵିକ୍ଷୋଭ ସମାଵେଶରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ ଉଦଵୋଧନ ଦେଇ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ,ଇସିମାନଙ୍କୁ ସ୍ଥାୟୀ ନିଯୁକ୍ତି, ଇପିଏଫ୍ ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା ପ୍ରଦାନ, କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଯଥା ସିଆରପି, ଏମଵିକେ ଓ ଅନ୍ଯମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଇସି ଓ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ପାଇଁ ସମ୍ପ୍ରତି ଜିଲ୍ଲା ସ୍ତରରେ ଆନ୍ଦୋଳନ ଚାଲିଥିଵା ଵେଳେ ଵୀଧାନସଭା ଵଜେଟ ଅଧିଵେଶନ ଵେଳେ ସମ୍ମିଳିତ ଵିଶାଳ ପ୍ରତିଵାଦ ଆନ୍ଦୋଳନର ଚେତାଵନୀ ଦେଇଛନ୍ତି। ସଂଘର ଜିଲ୍ଲା ସମ୍ପାଦକ ସ୍ମାରକୀ ସ୍ଵାଇଁ, ଡିଏଲ୍ଏଫ୍ ସଭାପତି ସୁଷମା ଦତ୍ତ, ସମ୍ପାଦକ, ସରଶ୍ଵତୀ ପାତ୍ର, ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଉପସାଧାରଣ ସମ୍ପାଦକ ପ୍ରତିଭା ପାଲ, ଏଆଇଟିୟୁସି ରାଜ୍ଯ ଉପସଭାପତି ଗୈ।ରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସଭାପତି ଭାଗଵତ ପ୍ରତିହାରୀ, ସଂଘର ମନୋରମା କମିଳା, ଉପସଭାପତି ଲକ୍ଷ୍ମୀ ପ୍ରିୟା ଦାସ, ସ୍ଵାତୀ ଭୋଳ, କଵିତା ପାଲ, ଶିଵାନୀ ମହାନ୍ତି, ରାଜ୍ଯ ଉପସଭାପତି ତପନ ସିଟ, ଜିଲ୍ଲା ଯୁଗ୍ମ ସମ୍ପାଦକ ମମତା ଵିଶ୍ଵାଳ, ମମତା ରାଣୀ ଦାସ, ପ୍ରମିଳା ନାୟକ, ସଵିତା ଦାସ, ଵିଏଲ୍ଏଫ୍ ପ୍ରଭାତୀ ହୋତା, ସଵିତା ରଣା, ଚନ୍ଦ୍ରକାନ୍ତୀ ଜେନା, ଭିଟାମାଟି ଆନ୍ଦୋଳନର ନେତା ଅରୁଣ ଜେନା, ଵାଲେଶ୍ଵର ପଥ ଵିକ୍ରେତା ସଂଘର ଉପସଭାପତି ଆଵିଦ ଖାନ୍, ଶ୍ରମିକ ନେତା ଶାନ୍ତନୁ ଦାସ, ସାମ୍ଵାଦିକ ରତିକାନ୍ତ ପାତ୍ର, ସଂଘର ସ୍ଵର୍ଣ୍ଣକାନ୍ତି ମହାପାତ୍ର, ସ୍ନେହଲତା ଵେହେରା, ସଂଯୁକ୍ତା ସିଂହ ପ୍ରମୁଖ ଏହି ଦାଵି ସପକ୍ଷରେ ଉଦଵୋଧନ ଦେଇଥିଲେ। ଏକ ୧୭ଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାଵିପତ୍ର ଉପସ୍ଥାପନ କରିଥିଲେ ଓ ସେ ସିଡିଏସ୍, ଡିପିଏମ୍ , ଡିପିସି ଏଵଂ ସଂଘର ଜିଲ୍ଲା କମିଟି ସହ ଏକ ଵୈଠକ କରି ଏସମ୍ପର୍କରେ ସମାଧାନର ରାସ୍ତା ଵାହାର କରିଵାର ପ୍ରତିଶୃତି ଦେଇଥିଲେ। ଏହା ପୁର୍ଵରୁ ଵାଲେଶ୍ଵର ରେଳ ଷ୍ଟେସନ ଠାରୁ ଏକ ଵିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲା।

Loading

]]>